ପୂର୍ବତନ କାଉନସିଲରଙ୍କ ପରଲୋକ, ସତ୍ୟସାଇ ସେବାସମିତି ପକ୍ଷରୁ ଶୋକ

ବ୍ୟାସନଗର;୦୫/୦୨:(ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ଠାରୁ)
ବ୍ୟାସନଗର ପୋୖରl ଅଞ୍ଚଳର ପୂର୍ବତନ କାଉନସିଲର ଶ୍ରୀମତୀ ବୀଣାପାଣି ମହାନ୍ତି (72)ବୟସରେ ହୃୃୃଦଘାତରେ ଗୁରୁବାର ପରଲୋକ ଘଟିଛି l ସେ ସତ୍ୟସାହି ବାବାଙ୍କ ଅନୁଗାମୀ ଥିଲେ ସେ 5ବର୍ଷ ଧରି କାଉନସିଲର ଥିଲେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇଥିଲେ l ସତ୍ୟ ସାହି ବାବା ସେବା ସମିତି ଯାଜପୁର ରୋଡ ଶାଖାର ଜଣେ ସକ୍ରିୟ ସଭ୍ୟା ଥିଲେ l ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ଯାଜପୁର ରୋଡ ସତ୍ୟ ସାହି ସେବା ସମିତର ଅନୁଗାମୀର ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଵାସ ଭବନ ଯାଇ ଶେଷ ଦର୍ଶନ କରିଥିଲେ ତାଙ୍କର ଆତ୍ମାର ସଦଗତି ପାଇଁ ସେବା ସମିତିରେ ଶୋକସଭା  କରିଥିଲେ l  ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମି କରୁଣାକର ମହାନ୍ତି ସମେତ ଦୁଇ ପୁତ୍ର ବୋହୁ ଝିଅ  ପ୍ରମୁଖ ଉପସ୍ଥିତ ଥିଲେ ତାଙ୍କର ମୃତ୍ୟୁରେ ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧକ୍ଷ ରସାନନ୍ଦ ମହାନ୍ତି ଗଭୀର ଶୋକ ପ୍ରକଟ କରିଛନ୍ତି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close