ବ୍ୟାସନଗର କପିଳେଶ୍ୱର କଲୋନି ଦୁର୍ଗା ପୂଜା କମିଟିର ନବବର୍ଷ ୨୦୨୧ର ବନ୍ଧୁମିଳନ

ବ୍ୟାସନଗର, ୧୭/୧(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ସବ୍‌ରେଜେଷ୍ଟ୍ରି ଅଫିସ ପଛପାଖରେ ଥିବା କପିଳେଶ୍ୱର କଲୋନି ସାର୍ବଜନୀନ ମା’ ଦୁର୍ଗା ପୂଜା କମିଟିର ଇଂରାଜୀ ନବବର୍ଷ ୨୦୨୧ ବନ୍ଧୁମିଳନ ଆଜି ସ୍ଥାନୀୟ ବ୍ୟାସସରୋବରରେ ଅନୁଷ୍ଠିତ ହୋଇଯାଇଛି । ଆଗାମି ଦିନରେ କମିଟି କିପରି ସୁରୁଖୁରରେ ମନ୍ଦିରର କାର୍ଯ୍ୟ ସହ ବିଭିନ୍ନ ଜନହିତକର କାମ କରିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିରେ ପୂଜା କମିଟିର ସୁବଳ ଚନ୍ଦ୍ର ସେନାପତି, ପିତାମ୍ବର ଦାଶ, ଦୁଷ୍ମନ୍ତ କୁମାର ରାଉତ, ସନ୍ତୋଷ କୁମାର ପୁହାଣ, ଲମ୍ବୋଦର ମଲ୍ଲିକ, ଚନ୍ଦ୍ରମଣି ସାମଲ, ଦେବାଶିଷ ବସୁ, ଚିନ୍ମୟ କୁମାର ସାମଲ, ପ୍ରଫୁଲ୍ଲ କୁମାର ଦାସ, ନିତ୍ୟାନନ୍ଦ ରଣା, ପ୍ରଦୀପ କୁମାର ଖୁଂଟିଆ, କାଶିନାଥ ପଟ୍ଟନାୟକ, କାର୍ତିକ ଚନ୍ଦ୍ର ନାୟକ, ଗଣନାଥ ମହାରଣା, ଅଶୋକ କୁମାର ଜେନା, କାମଦେବ ନାୟକ, ଯଶୋବନ୍ତ ବିଶୋଇ, ବିଜୟ କୁମାର ବରାଳ, ସମରେନ୍ଦ୍ର ଜେନା, ଟୁକୁନା ମହାନ୍ତି, ରାଧାଶ୍ୟାମ ସେଠୀ ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close