Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବଢ଼ିଲା ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ, ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ମଜୁରୀ

ଭୁବନେଶ୍ୱର, ୨୧/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟରେ କାର୍ଯ୍ୟରତ ଥିବା ଅଣଳୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ପୁଣି ବୃଦ୍ଧି ପାଇଛି । ଆଜି ଓଡ଼ିଶା ଶ୍ରମ ଓ ଇ.ଏସ.ଆଇ କମିଶନରଙ୍କ ଚିଠି ସଂଖ୍ୟା: ୬୧୦୦, ତା.୨୧/୧୦/୨୦୨୦ ଅନୁଯାୟୀ ଏଣିକି ଦୈନିକ ଅଣଳୁଶଳୀ ଶ୍ରମିକ ଦୈନିକ ମଜୁରୀ ପାଇବେ ଟ୩୦୮.୦୫ପ, ଅର୍ଦ୍ଧଳୁଶଳୀ ପାଇବେ ଟ୩୪୮.୦୫ପ, କୁଶଳୀ ଶ୍ରମିକ ପାଇବେ ଟ୩୯୮.୦୫ପ ଓ ଅତିକୁଶଳୀ ଶ୍ରମିକ ପାଇବେ ଟ୪୫୮.୦୫ପ । ପରିବର୍ତିତ ମହଙ୍ଗା ଭତା ସହ ଏହି ମଜୁରୀ ଘୋଷିତ ହୋଇଛି । ଏହା ଗତ ୦୧/୧୦/୨୦୨୦ ଠାରୁ ପିଛିଲା ଭାବେ ଲାଗୁ ହେବାକୁ ଦିର୍ଦ୍ଦେଶାନାମାରେ କୁହାଯାଇଛି । ସୁଚନାଯୋଗ୍ୟ, ଗତ ଜୁଲାଇ ୨୦୨୦ରୁ ଦୈନିକ ସର୍ବନିମ୍ନ ମଜୁରୀ ୫ଟଙ୍କା ୪୦ପଇସା ବୃଦ୍ଧି ପାଇ ପ୍ରଦାନ କରାଯାଉଥିବା ବେଳେ ପୁଣି ଅକ୍ଟୋବର ପହିଲାରୁ ଆଉ ୪ଟଙ୍କା ୬୫ପଇସା ବୃଦ୍ଧି ପାଇଛି । ଏହି ନୂତନ ମଜୁରୀ ଅଭିବୃଦ୍ଧିର ହାର ହେଉଛି ୦.୯୦% । ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡର ୫୨ତମ ବୈଠକରେ ସବୁ ଦିଗକୁ ବିଚାର କରି ଏହା ଘୋଷିତ ହୋଇଛି । ରାଜ୍ୟ ଶ୍ରମ କମିଶନର ଡ଼ଃ. ଏନ୍ ତିରୁମାଳା ନାଏକଙ୍କ ସ୍ୱାକ୍ଷରରେ ଏହି ନିର୍ଦ୍ଦେଶାନାମା ଜାରୀ ହୋଇଛି । ରାଜ୍ୟରେ ଏବେ କରୋନା ପ୍ରବାବରେ ବ୍ୟବସାୟ ବାଣିଜ୍ୟ ମନ୍ଦୀଭୁତ ହୋଇଥିବା ବେଳେ ଶ୍ରମିକମାନେ ବି ସେପରି କାମଦାମ ପାଉନାହାନ୍ତି । ସରକାରୀ ଅନୁଦାନକୁ ପ୍ରାୟ ସମସ୍ତେ ଅପେକ୍ଷା କରିଛନ୍ତି । ସରକାରୀ ସହାୟତାକୁ ବାଟବଣା ନ କରି ଠିକ୍ ଭାବରେ ବିନିଯୋଗ କଲେ, ଶ୍ରମଭିତିକ କାମରେ ମେସିନ ନ ଲଗାଇଲେ ଶ୍ରମିକମାନେ କିଛିମାତ୍ରାରେ କାମ ପାଇ ଏଭଳି ଅଭାବ ସମୟରେ ପେଟ ପୋଷି ପାରନ୍ତେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close