କଳିଙ୍ଗନଗର ପୋଲିସ ସ୍ୱିପ୍ଟ କାର ମଧ୍ୟରୁ ଜବତ କଲା ୨୧୦ ଲିଟର ଦେଶୀ ମଦ

ଯାଜପୁର, ୧୫/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ପକ୍ଷରୁ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ଏସ.ଆଇ ହେମଲତା ଜେନା ଓ ଲମ୍ବୋଦର ଜେନା ପ୍ରମୁଖ ମିଳିତ ଭାବେ ଚଢ଼ଉ କରି ଏକ ସ୍ୱିପ୍ଟ କାର ମଧ୍ୟରୁ ୨୧୦ଲିଟର ଦେଶୀ ମଦ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ୦୩ ଜଣ ଢ଼େଙ୍କାନାଳ ଜିଲ୍ଲାର ବିଶ୍ୱମଂଗଳ ମଲ୍ଲିକ(୩୦ ବର୍ଷ) ଓ ଜୀତେନ୍ଦ୍ର ଦାସ(୨୬ ବର୍ଷ) ଏବଂ ଯାଜପୁର ଜିଲ୍ଲାର କୋରାମ ମାଝୀ (୩୮ ବର୍ଷ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାରେ କଳିଙ୍ଗନଗର ପୋଲିସକୁ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close