କେନ୍ଦ୍ରାପଡ଼ାରେ ଗାନ୍ଧୀ ଜୟନ୍ତୀରେ ମଦ ବିରୋଧି ଅଭିଯାନ ତେଜିଲା

କେନ୍ଦ୍ରାପଡ଼ା, ୦୩/୧୦(ରାଜକିଶୋର ନାୟକଙ୍କ ଠାରୁ): ପବିତ୍ର ୧୫୧ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଗରାପୁର ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ନିକଟରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ତରଫରୁ ରାଜ୍ୟ ଓ ଦେଶରେ ମଦ ଓ ଅନ୍ୟାନ ନିଶା ନିବାରଣ ପାଇଁ ଅଭିଯାନର କର୍ମକର୍ତାମାନେ ବିଭିନ୍ନ ନାରା ଦେଇଥିଲେ । ସେମାନେ ନିଶାମୁକ୍ତ ଓଡ଼ିଶା ଓ ନିଶାମୁକ୍ତ ଭାରତ ଦାବୀରେ ଶୋଭାଯାତ୍ରା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close