ରାୟଗଡ଼ରେ ୨ଚକିଆ ବାଇକ ଯାଂଚ

ରାୟଗଡ଼, ୦୩/୧୦(ନୀଳମାଧବ ପାତ୍ରଙ୍କ ଠାରୁ): ସ୍ଥାନୀୟ ରାୟଗଡ଼ ସହରରେ ଆଜି ପୋଲିସ ପକ୍ଷରୁ ସହରର ୨ଟି ସ୍ଥାନରେ ୦୨ ଚକିଆ ମୋଟର ବାଇକ ଯାଂଚ କରାଯାଇଥିଲା । ଡି.ଆଇ.ବି ଛକ ଓ ଜିଓ ମାର୍ଟ ଛକ ଠାରେ ଗାଡିଗୁଡିକର କାଗଜପତ୍ର ଯାଂଚ ସହ, ହେଲମେଟ, ମାସ୍କ ପରିଧାନ ଉପରେ କଡ଼ାକଡ଼ି ତନଖି କରାଯିବା ସହ ଗାଡିଗୁଡିକରେ ୨ଜଣରୁ ଅଧିକ ଆରୋହୀ ଯାଉଥିଲେ ଜରିମାନା ଆଦାୟ କରାଯାଇଛି । ମଦ ଆଦି ମାଦକ ଦ୍ରବ୍ୟ ସେବନ କରି ଗାଡି ଚଳାଉଥିଲେ ତା’ ଉପରେ ମଧ୍ୟ ଫାଇନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close