ଆର ପାରିରେ ଲୋକପ୍ରିୟ ସଙ୍ଗୀତକାର ଏସ ପି ବାଲ ସୁବ୍ରମନ୍ୟମ

ଚେନ୍ନାଇ ; ୨୫/୯ : ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତକାର ଏସ ପି ବାଲ ସୁବ୍ରମନ୍ୟମଙ୍କର ୭୪ବର୍ଷ ବୟସରେ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ତାଙ୍କର ସଙ୍ଗୀତ ଜୀବନରେ ତେଲଗୁ,ତାମିଲ,କନ୍ନଡ଼,ହିନ୍ଦୀ ଆଦି ଭାଷାରେ ୪୦ହଜାରରୁ ଅଧିକ ସଙ୍ଗୀତ ଗାୟନ କରିଥିଲେ । ତାଙ୍କ ବିୟୋଗରେ ବଲିଉଡ ଜଗତରେ ତଥା ସଙ୍ଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି । ବଲିଉଡ ଜଗତରୁ ଜଣକ ପରେ ଜଣେ ବିଦାୟନେଉଥିବା ଘଟଣା ସିନେଜଗତରେ ଚିନ୍ତାର କାରଣ ସାଜିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close