ଯାଜପୁରରେ ବିଧାୟକ ଓ ସାଂସଦଙ୍କ ବନ୍ୟାଂଚଳ ପରିଦର୍ଶନ
କୁଆଖିଆ,୨୯/୦୮: ଯାଜପୁର ଜିଲ୍ଲାର ସବୁ ନଦୀରେ ବନ୍ୟା ଆସିବା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା, ଗୃହପାଳିତ ପଶୁପକ୍ଷୀ ଆଦି । ଏହି ବିପତି ବେଳେ ସେମାନଙ୍କୁ ଭେଟି ଆଶ୍ୱସନା ଦେବା ସହ କିଛି ସହଯୋଗର ହାତ ବଢ଼ାଇଛନ୍ତି ଜିଲ୍ଲାର ବିଧାୟକ ଓ ସାଂସଦ । ଗତ କାଲି ଖରସ୍ରୋତା ନଦୀ ଅବବାହିକା ଅଂଚଳର ବନ୍ୟା ପ୍ଲାବିତ ଅଂଚଳକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସୁକିନ୍ଦା ବିଧାୟକ ଇଂ. ପ୍ରିତୀରଂଜନ ଘଡ଼ାଇ, କୋରାଇ ବିଧାୟକ ଅଶୋକ ବଳ ପ୍ରମୁଖ ଗ୍ରସ୍ତ କରିଥିଲେ ।
Live Share Market