ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରସ୍ତାବିତ ୮୩୬୩ଟି ପ୍ରକଳ୍ପରେ ହେବ ୫.୮୮ ଲକ୍ଷ କୋଟିର ବ୍ୟୟ

ପାରାଦୀପ, ୨୬/୦୮: ପ୍ରେସ ଇନ୍‌ଫରମେସନ ବ୍ୟୁରୋ (ପି.ଆଇ.ବି) ନୂଆଦିଲ୍ଲୀ ପକ୍ଷରୁ ଗତ କାଲି ତା.୨୫/୮ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୮୩୬୩ଟି ପ୍ରକଳ୍ପରେ ପାଖାପାଖି ୫.୮୮ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ୩୩.୮ କୋଟି ମାନବ କାର୍ଯ୍ୟ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରସ୍ତାବିତ ପ୍ରକଳ୍ପର ଲକ୍ଷ୍ୟ ହେଲା ନିଯୁକ୍ତି ସୃଷ୍ଟି କରିବା ସହ ବିକାଶକୁ ଜାରୀ ରଖିବା । ଏହି ଯୋଜନା ଏବର୍ଷ ଏପ୍ରିଲ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି । ନିମ୍ନରେ ପି.ଆଇ.ବି ପ୍ରଦାନ କରିଥିବା ରିପୋର୍ଟକୁ ଆପଣମାନଙ୍କ ଜାଣିବା ସକାଶେ ପ୍ରଦାନ କରୁଅଛୁ:-

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close