Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁର ରୋଡ଼ ଚୋରଦା ଛକ ଠାରେ “ଆଦ୍ରିତି” ଫ୍ୟାସନ ଜୁଏଲାରୀର ଶୁଭ ଉଦ୍ଘାଟନ

ଯାଜପୁର/ବ୍ୟାସନଗର;୨୩/୦୧ ( ବ୍ୟୁରୋ): ଯାଜପୁର ରୋଡ଼ ବ୍ୟାସନଗର ପୌରାଞ୍ଚଳ ଚୋରଦା ଛକ ନୀଳମାଧବ ଟାୱାର ଠାରେ “ଆଦ୍ରିତି” ଫ୍ୟାସନ ଜୁଏଲାରୀର ଶୁଭ ଉଦ୍ଘାଟନୀ ଉତ୍ସବ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ଅଞ୍ଚଳର ଶତାଧିକ ଗ୍ରାହକ। ଦିନ ତମାମ ଗ୍ରାହକଙ୍କ ଭିଡ଼ ଲାଗିରହିଥିଲା। ବହୁ ଦୂରଦୂରାନ୍ତରରୁ ଆସି ପହଞ୍ଚିଥିଲେ ଗ୍ରାହକ। ଏହି ଫ୍ୟାସନ ଜୁଏଲାରୀରେ ନାନାପ୍ରକାର ଡିଜାଇନର ଗହଣା ମାନ ଉପଲବ୍ଧ ରହିଛି।ଯାହାକି ଅକ୍ସିଡାଇଯଡ, କୁନ୍ଦନ ,ପୋଲକ୍,ମିନାକରି, ଏ ଡୀ ଜୁଏଲାରୀ,କୋରିଆନ ଜୁଏଲାରୀ, ଟେମ୍ପଲ ଜୁଏଲାରୀ ଆଦି କିଣିବାକୁ ଗ୍ରାହକଙ୍କ ଭିଡ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଲାଗିରହିିଥିଲା।ସପ୍ତାହକ ପାଇଁ ଗ୍ରାହକଙ୍କ ପାଇଁ ୧୦ପ୍ରତିଶତ ରିହାତି ର ବ୍ୟବସ୍ଥା ରହିଛି। ଆଗକୁ ଏହି ଶୋରୁମ୍ ବିଭିନ୍ନ ପ୍ରକାରର ଡିଜାଇନ୍ ଅଳଙ୍କାର ଉପଲବ୍ଧ କରିବାର ଆଶା ରଖିଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଅଳଙ୍କାର ଯୋଗାଇଦେବାକୁଆଦ୍ରିତି” ଫ୍ୟାସନ ଜୁଏଲାରୀର ମାଲିକ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close