ବିଡିଓ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର ;୨୭/୦୯(ବ୍ୟୁରୋ): ବିଡିଓ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଚନ୍ଦ୍ରମଣି ନାଗ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି ହୋଇଛନ୍ତି । ସେହିପରି ଆକାଶ ପଣ୍ଡା ହେଲେ ଆଠଗଡ଼ ବିଡିଓ । ରାହୁଲ ମଣ୍ଡଳ ହେଲେ ଢେଙ୍କାନାଳ ସଦର ବିଡିଓ ।
ସାଗର ଚନ୍ଦ୍ର ମୁର୍ମୁ ହେଲେ ମୟୂରଭଞ୍ଜ ବିଷୋଇ ବିଡ଼ିଓ ।କଲ୍ୟାଣ ସୌରଭ ଦାଶ ହେଲେ ହିନ୍ଦୋଳ ବିଡିଓ । ଅନ୍ୟପଟେ ଅବନ୍ତିକା ସାହୁଙ୍କୁ ଯାଜପୁର କୋରେଇ ବିଡିଓ ଭାବେ ବଦଳି କରାଯାଇଛି ।

କିଏ କେଉଁ ସ୍ଥାନକୁ ବଦଳିଲେ ଏକ ତାଲିକା …….

୧)ଚନ୍ଦ୍ରମଣି ନାଗ-(ଥିଲେ) ରାଜଭୋରାସମ୍ବର,ବରଗଡ-(ହେଲେ) ଟିଟିଲାଗଡ,ବଲାଙ୍ଗିର

୨)ଶୁସାନ୍ତ କୁମାର ରଣା-(ଥିଲେ) ଟିଟିଲାଗଡ,ବଲାଙ୍ଗିର-(ହେଲେ) ଭୋଡେନ,ନୂଆପଡା

୩)ପ୍ରିୟରଞ୍ଜନ କୁମାର-(ଥିଲେ) ଭୋଡେନ,ନୂଆପଡା-(ହେଲେ) ଦେଓଗାଁ,ବଲାଙ୍ଗିର

୪)ରାହୁଲ ମଣ୍ଡଳ-(ଥିଲେ) ନିଳଗିର, ବାଲେଶ୍ୱର-(ହେଲେ)-ଢେଙ୍କାନାଳ ସଦର, ଢେଙ୍କାନାଳ

୫)ଆୟୁଷ ମହାପାତ୍ର-(ଥିଲେ) ଢେଙ୍କାନାଳ ସଦର, ଢେଙ୍କାନାଳ-(ହେଲେ)-ଭୁବନ, ଢେଙ୍କାନାଳ

୬)କଲ୍ୟାନ ସୌରଭ ଦାଶ-(ଥିଲେ) ଭୁବନ, ଢେଙ୍କାନାଳ-(ହେଲେ)-ହିନ୍ଦୋଳ,ଢେଙ୍କାନାଳ

୭)ସୁମନ ସୁଧା କୁଣ୍ଡୁ-(ଥିଲେ)-ପାତ୍ରପୁର,ଗଞ୍ଜାମ-(ହେଲେ)-ଗୁମ୍ମା,ଗଜପତି

୮)ଆକାଶ କୁମାର ପଣ୍ଡା-(ଥିଲେ)- ଗୁମ୍ମା,ଗଜପତି-(ହେଲେ)-ଆଠଗଡ,କଟକ

୯)ସନ୍ତୋଷ କୁମାର ଜେନା-(ଥିଲେ)-ବୁଗୁଡା,ଗଞ୍ଜାମ-(ହେଲେ)-ମାହାଙ୍ଗା,କଟକ

୧୦)ଧନାଇ ଚରଣ ଟୁଡୁ -(ଥିଲେ)-ନାକଟିଦେଉଳ,ସମ୍ବଲପୁର-(ହେଲେ)-କୁସୁମି,ମୟୂରଭଞ୍ଜ

୧୧)ଶ୍ୟାମନିଧି ଭୋୟୀ-(ଥିଲେ)-ଦେଓଗାଁ,ବଲାଙ୍ଗିର-(ହେଲେ)- ନାକଟିଦେଉଳ,ସମ୍ବଲପୁର

୧୨)ସ୍ୱଦୀପ କୁମାର ଟୋପୋ-(ଥିଲେ)- କୁସୁମି,ମୟୂରଭଞ୍ଜ-(ହେଲେ)-ସୁବ୍‌ଦେଗା,ସୁନ୍ଦରଗଡ

୧୩)ସାଗର ଚନ୍ଦ୍ର ମୁର୍ମୁ-(ଥିଲେ)- ସୁବ୍‌ଦେଗା,ସୁନ୍ଦରଗଡ-(ହେଲେ)-ବିସୋଇ,ମୟୂରଭଞ୍ଜ

୧୪) ରେସ୍ମା ଟେଟେ -( ଥିଲେ)-ଟାଙ୍ଗି,ଖୋର୍ଦ୍ଧା-(ହେଲେ)-ସୁକିନ୍ଦା,ଯାଜପୁର

୧୫) ଅବନିକାନ୍ତ ସାହୁ- (ଥିଲେ)-ରସୁଲପୁର,ଯାଜପୁର-(ହେଲେ)-କୋରେଇ,ଯାଜପୁର

୧୬)ଅଶୋକ କୁମାର ମାଝୀ-(ଥିଲେ)- କୋରେଇ,ଯାଜପୁର-(ହେଲେ)-କୋଲାବିରା,ଝାରସୁଗୁଡା

୧୭)ମାଧବ ଚନ୍ଦ୍ର ବିରୁଆ -(ଥିଲେ)-ସାହାରପଡା,କେନ୍ଦୁଝର-(ହେଲେ)-ଯଶିପୁର,ମୟୂରଭଞ୍ଜ

୧୮)ବିରସେନ ବେହେରା -(ଥିଲେ)-ଖରିଆର,ନୂଆପଡା-(ହେଲେ)-ଟାଙ୍ଗରାପଲ୍ଲୀ,ସୁନ୍ଦରଗଡ

୧୯)ମଳୟ କୁମାର ନାୟକ -(ଥିଲେ)-ବ୍ରହ୍ମଗିରି,ପୁରୀ-(ହେଲେ)-ହରିଚନ୍ଦନପୁର,କେନ୍ଦୁଝର

୨୦)ରିପୁନାଥ ସୁନା -(ଥିଲେ)-ନର୍ଲା,କଳାହାଣ୍ଡି-(ହେଲେ)-ଅତ୍ତାବିରା,ବରଗଡ

୨୧)ପୃଥ୍ୱୀରାଜ ପରୀଡା -(ଥିଲେ)-ରାଜକନିକା,କେନ୍ଦ୍ରାପଡା-(ହେଲେ)-ଗୋପବନ୍ଧୁନଗର,ମୟୂରଭଞ୍ଜ

୨୨)ଗୋର୍ଗେ ଡୁଙ୍ଗଡୁଙ୍ଗ -(ଥିଲେ)-ଖୁଉରିପଦା,କନ୍ଧମାଳ-(ହେଲେ)-ଲିଇକେରା,ଝାରସୁଗୁଡା

୨୩)ମନ୍ମଥ ନାଥ ମଲ୍ଲିକ -(ଥିଲେ)-କେ.ନୂଆଗାଁ,କନ୍ଧମାଳ-(ହେଲେ)-ଜଗନ୍ନାଥପ୍ରସାଦ,ଗଞ୍ଜାମ

୨୪)ଅନିଲ କୁମାର କୁଲ୍ଲୁ -(ଥିଲେ)-ତରଭା,ସୁବର୍ଣ୍ଣପୁର-(ହେଲେ)-ଧାନ୍‌କୁଡା,ସମ୍ବଲପୁର

୨୫)ଜୟନ୍ତ ସାହୁ-(ଥିଲେ)- ଧାନ୍‌କୁଡା,ସମ୍ବଲପୁର-(ହେଲେ)-କୁଚିଣ୍ଡା, ସମ୍ବଲପୁର
୨୬)ପ୍ରିତମ କୁମାର ତନ୍ତୀ -(ଥିଲେ)-ମୁନିଗୁଡା,ରାୟଗଡା-(ହେଲେ)-ରେଙ୍ଗାଲି,ସମ୍ବଲପୁର

୨୭)କୁଷ୍ଣଚନ୍ଦ୍ର ଦଳପତି-(ଥିଲେ)- ରେଙ୍ଗାଲି,ସମ୍ବଲପୁର-(ହେଲେ)- ମୁନିଗୁଡା,ରାୟଗଡା

୨୮)ଅମୃତ କୁମାର ରାଉଲ-(ଥିଲେ)-କାଶିପୁର, ରାୟଗଡା-(ହେଲେ)-ନୂଆଁଗାଁ,ନୟାଗଡ

୨୯)ପ୍ରଦୀପ କୁମାର ସେଠୀ-(ଥିଲେ)- ବନ୍ତ,ଭଦ୍ରକ-(ହେଲେ)- ଦାନଗଦି,ଯାଜପୁର

୩୦)ଅନନ୍ତ କୁମାର ହାସଂଦା -(ଥିଲେ)-ଖଇରା,ବାଲେଶ୍ୱର-(ହେଲେ)-ରାସଗୋବିନ୍ଦପୁର,ମୟୂରଭଞ୍ଜ

୩୧)ସମ୍ବିତ କୁମାର କର -(ଥିଲେ)-ସିମୁଳିଆ,ବାଲେଶ୍ୱର-(ହେଲେ)-ତରବା,ସୁବର୍ଣ୍ଣପୁର

୩୨)ଗୁରେଶ୍ୱର ଭୋଇ -(ଥିଲେ)-ଲକ୍ଷ୍ମୀପୁର,କୋରାପୁଟ-(ହେଲେ)-ଗୁଡ୍‌ଭେଲା,ବଲାଙ୍ଗିର
୩୩)ନିଶାନ ମିଶ୍ର -(ଥିଲେ)-ରାଜନଗର,କେନ୍ଦ୍ରାପଡା-(ହେଲେ)-ପାଲଲହଡା,ଅନୁଗୁଳ

୩୪)ଦାଶରଥି ଜେନା -(ଥିଲେ)-ଡେରାବିସ,କେନ୍ଦ୍ରାପଡା-(ହେଲେ)-ଏରସମା,ଜଗତସିଂହପୁର

୩୫)ଅକ୍ଷୟ କୁମାର ମଲ୍ଲିକ-(ଥିଲେ)-ଚନ୍ଦ୍ରପୁର, ରାୟଗଡା-(ହେଲେ)- ବାଲିଗୁଡା,କନ୍ଧମାଳ

୩୬)ପ୍ରୀତି ରଞ୍ଜନ ରଥ -(ଥିଲେ)-ଉମରକୋଟ,ନବରଙ୍ଗବପୁର-(ହେଲେ)-ଦାରିଙ୍ଗବାଡି,କନ୍ଧମାଳ

୩୭)ସୌଭାଗ୍ୟ ବେହେରା -(ଥିଲେ)-ଆଠମଲ୍ଲୀ,ଅନୁଗୁଳ-(ହେଲେ)-ପରଜଙ୍ଗା,ଢେଙ୍କାନାଳ

୩୮)ସୁଶ୍ରୀ ସାଗରିକା ସଡଙ୍ଗୀ -(ଥିଲେ)-କବିସୂର୍ଯ୍ୟନଗର,ଗଞ୍ଜାମ-(ହେଲେ)-ଭାପୁର,ନୟାଗଡ

୩୯)ହିମାଞ୍ଚଳ ମାଝୀ-(ଥିଲେ)-ମାଥିଲି,ମାଲକାନାଗିରି-(ହେଲେ)- କୋକ୍‌ସରା,କଳାହାଣ୍ଡା

୪୦)ପୁନମ ରାଉତ -(ଥିଲେ)-ଜଳେଶ୍ୱର,ବାଲେଶ୍ୱର-(ହେଲେ)-ବାଲିଆପାଳ,ବାଲେଶ୍ୱର

୪୧)ବିନୋଦ ଚନ୍ଦ୍ର ପଣ୍ଡା-(ଥିଲେ)- ବାଲିଆପାଳ,ବାଲେଶ୍ୱର-(ହେଲେ)- ଜଳେଶ୍ୱର,ବାଲେଶ୍ୱର

୪୨)ସମ୍ବୀତ ଶତପଥି-(ଥିଲେ)-ପୁରୀ ସଦର,ପୁରୀ-(ହେଲେ)-କୃଷ୍ଣପ୍ରସାଦ,ପୁରୀ

୪୩)ତପନ କୁମାର ସେନାପତି (ଥିଲେ)-ତିର୍ତୋଲ,ଜଗତସିଂହପୁର-(ହେଲେ)-ମାଲକାନାଗିରି ବ୍ଲକ,ମାଲକାନାଗିରି

୩ ଜଣ ବ୍ଲକ ଡେଭଲପମେଣ୍ଟ ଅଧିକାରୀଙ୍କୁ ରେଭିନ୍ୟୁ ଏବଂ ଡିମଏମ୍ ବିଭାଗକୁ ବଦଳି ।

୧) ପ୍ରଜ୍ଞାପ୍ରିୟଦର୍ଶନୀ -(ଥିଲେ) ବେଗୁନିଆପଡ଼ା, ଗଞ୍ଜାମ – (ହେଲେ)ଓଏସ୍‌ଡି ପିଆର୍ ଏବଂ ଡିଡବ୍ଲୁ ବିଭାଗ

୨) ଲମ୍ବୋଧର ଖୁଣ୍ଟିଆ – (ଥିଲେ) ଏରସମା, ଜଗତସିଂହପୁର – (ହେଲେ) ଆର୍ ଏବଂ ଡିଏମ୍ ବିଭାଗ

୩) ବିଶ୍ୱରଞ୍ଜନ ବିଶ୍ୱାସ – (ଥିଲେ) ମାହାଙ୍ଗା ବିଡିଓ – (ହେଲେ) ଆର୍ ଏବଂ ଡିଏମ୍ ବିଭାଗ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close