Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ପାରାଦୀପ ବନ୍ଦର ପ୍ରଶାସନିକ କୋଠାକୁ ଖୋଲିଲା ୪-ଲେନ୍ ରାସ୍ତା

ପାରାଦୀପ,(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ବନ୍ଦର ପ୍ରଶାସନିକ କୋଠାକୁ ସଂଯୋଗ କରୁ ଥିବା ୪ ଲୋନ୍ ବିଶିଷ୍ଟ ନୂତନ ରାସ୍ତାକୁ ଆଜି ବନ୍ଦର ଅଧ୍ୟକ୍ଷ ପି.ଏ.ଲ ହାରନଦ୍ ଲୋକାର୍ପିତ କରିଛନ୍ତି । ଏହା ଫଳରେ ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ବିକଳ୍ପ ରାସ୍ତା ବନ୍ଦର ନଗରୀକୁ ଖୋଲିଛି । ଏଠାରେ ସୂଚନା ଯୋଗ୍ୟ ଏହି ରାସ୍ତା ଅବଶ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଅଳ୍ପ ବହୁତ ସଂଯୋଗ କରୁଛି । ବନ୍ଦର ଲୋକ ସଂମ୍ପର୍କ ବିଭାଗ ଏହି ରାସ୍ତାକୁ ନେଇ ସୂଚନା ଦେଇଛନ୍ତି କି ଏହି ରାସ୍ତା କାଳେ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ହେଉଥିବା ଭିଡକୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ ପରିଚାଳନା ରେ ଏହି ରାସ୍ତା କାମରେ ଆସିବା ସହିତ ଜରୁରୀକାଳୀନ ସମୟରେ ମଧ୍ୟ ବ୍ୟବହାର ହୋଇପାରିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close