Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ସ୍କୃତିଲିପି ସମ୍ପାଦକ ପାଇଲେ ଚଲାପଥ ସମ୍ମାନ

ଯାଜପୁର;୨୭/୦୪(ନି ପ୍ର ) : ଯାଜପୁର ଜିଲ୍ଲା କୋରେଇ ବ୍ଲକର ହଳଦିଗଡିଆ ଗ୍ରାମ ପଞ୍ଚାୟତର ନିବାସୀ ତଥା ସତ୍ୟନାରାୟଣ ପାଠାଗାରର ପ୍ରତିଷ୍ଠାତା ସଂପାଦକ ଓ ଜନଚେତନାର ପ୍ରତୀକ ସାହିତ୍ୟ ପତ୍ରିକାର ସୁଯୋଗ୍ୟ ସଂପାଦକ ଆଦର୍ଶ ସାମ୍ବାଦିକ ଭୁବନ ମୋହନ ମହାନ୍ତିଙ୍କୁ ରାଜ୍ୟସ୍ତରୀୟ ଚଲାପଥ ଲେଖକ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ପାଳନ ଅବସରରେ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ପରିସରରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ପୁର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟ ଅତିଥି ସି.ବି.ଆଇ. ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ ବିଶିଷ୍ଟ ଅତିଥି ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଅନ୍ୟତମ ବିଶିଷ୍ଠ ଅତିଥି ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଇଂ ପ୍ରୀତିରଂଜନ ଘଡାଇ ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରଶାସକ ଇଂ ବିଜନ କୁମାର ବେହେରା, ସମ୍ମାନିତ ଅତିଥି ପୁର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଟ ଅଧିକାରୀ ତଥା ଚଲାପଥ ଉପଦେଷ୍ଟା ନିରାକାର ଦାସ ଓ ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ବୈଜ୍ଞାନିକ ଇସ୍ରୋ କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଯୋଗଦେଇ ଚଲାପଥ ପ୍ରତିଷ୍ଠାତା ସଂପାଦକ ବରିଷ୍ଠ ସାମ୍ବାଦିକ ହଳଧର ଧିରଙ୍କ ଉପସ୍ଥିତରେ ଦିର୍ଘ ୨୭ ବର୍ଷ ଧରି ଗ୍ରାମାଞ୍ଚଳରୁ ନିରବିଚ୍ଛନ୍ନ ଭାବେ ପ୍ରକାଶକରି ଆସୁଥିବା ସାହିତ୍ୟ ପତ୍ରିକା ସ୍ମୃତିଲିପି ଓ ସାରସ୍ଵତ ଜଗତରେ ଜଣେ ସଫଳ ଉଚ୍ଚକୋଟୀର ସଂଗଠକ ଭାବେ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉତ୍ତରୀୟ ଉପଡ଼ୋକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close