Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗର ଠାରେ ଏସୟୁସିଆଇ (କମ୍ୟୁନିଷ୍ଟ)ର ପ୍ରତିଷ୍ଠା ଦିବସ ପାଳିତ

ବ୍ୟାସନଗର, ୨୪/୪: ଆଜି ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଦଳ ପକ୍ଷରୁ ତାର ୭୬  ତମ ପ୍ରତିଷ୍ଠା ଦିବସ ଦେଶର କୋଣ ଅନୁକୋଣରେ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବ୍ୟାସନଗରସ୍ଥ ଦଳୀୟ କାର୍ଯ୍ୟାଳୟ ଠାରେ ଦାନଗଦି, କୋରେଇ ଓ ବ୍ୟାସନଗର ଆଞ୍ଚଳିକ କମିଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭିକ କାର୍ଯ୍ୟକ୍ରମ ହିସାବରେ ଦଳର ରକ୍ତ ପତାକା ଉତ୍ତୋଳନ କରାଯାଇଥିଲା । ରକ୍ତ ପତାକା ଉତ୍ତୋଳନ କରିଥିଲେ ଏସ ୟୁ ସି ଆଇ(କମ୍ୟୁନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ କମ୍ରେଡ ସୁଧାଂଶୁ ଦାସ । ଏହା ପରେ ସର୍ବହରାର ମହାନ୍ ନେତା କମ୍ରେଡ ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ମାଲ୍ୟଦାନ ପରେ ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ କମିଟି ସଭ୍ୟ କମ୍ରେଡ କେଦାରନାଥ ସାହୁ, ଜିଲ୍ଲା କମିଟି ସଭ୍ୟ  କମ୍ରେଡ ସୁଧାଂଶୁ ଦାସ, କମ୍ରେଡ ନିରୁପମା ବେହେରା, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା ସଂଗଠକ କମ୍ରେଡ ରାଜକିଶୋର ମହାନ୍ତ, ହୁର୍ଷିକେଶ ସିଂହ, ଶରତ ଜେନା, ସନ୍ତୋଷ ସାହୁ, ଲକ୍ଷ୍ମୀଧର କବି, ବ୍ରଜବନ୍ଧୁ ମଲ୍ଲିକ ପ୍ରଭୃତି ବକ୍ତବ୍ୟ ରଖି ଥିଲେ । ୨୪ଏପ୍ରିଲ ପାର୍ଟି ପ୍ରତିଷ୍ଠା ଦିବସ ଉପଲକ୍ଷେ ରଚିତ ସଙ୍ଗୀତ, ଶିବ ଦାସ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ଓ ଆନ୍ତର୍ଜାତିକ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close