Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଧନେଶ୍ୱର ଛକ ନିକଟରେ ବସ ପଲଟିଲା, ୦୬ ଗୁରୁତର, ବହୁ ଆହତ

ବ୍ୟାସନଗର,୧୫/୦୯(ପ୍ରଦୀପ କୁମାର ବାରିକଙ୍କ ଠାରୁ): ଆଜି ଅପରାହ୍ନ ପ୍ରାୟ ୪ଟା ୩୦ମି. ସମୟରେ ଏକ ଯାତ୍ରୀବାହୀ ବସ ଗାଡି ଚାଳକଙ୍କ ଅସାବଧନତା ଯୋଗୁ ଡ଼ିଭାଇଡ଼ରେ ପିଟି ହୋଇ ପଲଟିଯାଇଥିଲା । ଏଥିରେ ୦୬ଜଣ ଗୁରୁତର ହୋଇଥିବାର ଜଣାଯାଇଛି । ସେମାନେ ସମସ୍ତେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି ହୋଇଥିବାର ଜଣାଯାଇଛି । ସିଂହପୁରରୁ ଯାଜପୁରରୋଡକୁ ଆସୁଥିବା ‘ସୀମା’ ନାମିତ ଘରୋଇ ଯାତ୍ରୀବାହୀ ବସବସ ନଂ. ଓ.ଆର-୦୨-ଏଏଚ-୩୩୫୭ଟି ପଚଣ୍ଡ ବେଗରେ ଡିଭାଇଡ଼ରରେ ପିଟି ହୋଇ ଡିଭାଇଡ଼ର ଉପରେ ଗଡ଼ାମାରି ପଲିଟି ରହିଛି । ବସରେ ୨୦ଜଣ ପାଖାପାଖି ଯାତ୍ରୀ ଥିବାର କୁହାଯାଉଛି । ସେମାନେଙ୍କ ମଧ୍ୟରୁ ଅନେକ ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣା ପରେ ଅଂଚଳଟି ଲୋକାରଣ୍ୟ ହୋଇଯାଇଥିଲା । ଖବର ପାଇ କୋରାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଚିଂ ଅନୁସନ୍ଧାନ ଜାରୀ ରଖିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close