
ୱେବ ମିଡିଆ ଉପରେ ଦୋଷ ଲଦିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
କଟକ, ୧୧/୦୭(ବିଭୂତି ଭୂଷଣ ଜେନାଙ୍କ ଠାରୁ): ୱେବ ମିଡିଆ ଉପରେ ଦୋଷ ଲଦିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କହିଲେ-ବିଭାଗର ଦୋଷ ଦୁର୍ବଳତା ଜାଣୁଛୁ; ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି । ଅନେକ ୱେବ ମିଡିଆ ସ୍କୁଲରେ ପଶି ବ୍ୟାଘତ ସୃଷ୍ଟି କରୁଛନ୍ତି ।
Live Share Market