Month: April 2023
-
ଆଞ୍ଚଳିକ
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଟିଆ ଷ୍ଟିଲର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି
କଳିଙ୍ଗନଗର, ୩୦/୪ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଜଟିଆ ଷ୍ଟିଲ୍ ଲିମିଟେଡ ପାଇଁ ଗତ କାଲି…
Read More » -
ତାଜା ଖବର
ଓଡ଼ିଆ ଭାଷା, ସାହିତ୍ୟ ସ୍ୱତନ୍ତ୍ର ସଚିବ ରଂଜନ କୁମାର ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ
ପୁରୀ, ୨୯/୪(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ଆଜି ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶନାମା ନଂ. ୧୨୨୯୩ ବଦଳରେ ଓଡ଼ିଆ ଭାଷା, ସାହିତ୍ୟ…
Read More » -
ଆଞ୍ଚଳିକ
ଗ୍ରହରାଜ ଶନିଦେବଙ୍କ ପୂଜା, ରାଛିପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ୟାସନଗର, ୨୯/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଓଡ଼ିଶାର ପୁର ପଲ୍ଲୀରେ ଆଜି ଗ୍ରହରାଜ ଶନିଦେବଙ୍କ ପୂଜା ଓ ଯଜ୍ଞ ଆଦି ପାଳିତ ହେଉଥିବା ବେଳେ ଯାଜପୁର ଜିଲ୍ଲା…
Read More » -
ତାଜା ଖବର
(no title)
ଉତ୍କଳ ଗୌରବଙ୍କ ଆଦର୍ଶଗùର ଅନୁପ୍ରାଣିତ ଗ ାଇ ଓଡିର୍ାକୁ ଗେଷ୍ଠ ରାଜ୍ୟଗର ପରିଣତ କରିବା ଆମ ସମସ୍ତଙ୍କ ଗନୈତିକ କର୍ତ୍ଶବୟ- ରାଜ୍ସ୍ୱ ମନ୍ତ୍ରୀ ମଲ୍ଲିକ ସତ୍ୟଭାମାପୁର/କଟକ ତ୍ା ୨୮.୦୪.୨୦୨୩…
Read More » -
ତାଜା ଖବର
ସ୍କୃତିଲିପି ସମ୍ପାଦକ ପାଇଲେ ଚଲାପଥ ସମ୍ମାନ
ଯାଜପୁର;୨୭/୦୪(ନି ପ୍ର ) : ଯାଜପୁର ଜିଲ୍ଲା କୋରେଇ ବ୍ଲକର ହଳଦିଗଡିଆ ଗ୍ରାମ ପଞ୍ଚାୟତର ନିବାସୀ ତଥା ସତ୍ୟନାରାୟଣ ପାଠାଗାରର ପ୍ରତିଷ୍ଠାତା ସଂପାଦକ ଓ ଜନଚେତନାର ପ୍ରତୀକ…
Read More » -
ତାଜା ଖବର
ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦ ତରଫରୁ ଆୟୋଜିତ ଏକ ଆଲୋଚନା ଚକ୍ର “ମଧୁ କଥା – ମଧୁ ବ୍ୟଥା “
ବ୍ୟାସନଗର;୨୭/୦୪(ନି ପ୍ର ): ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ହୋଟେଲ ଦୟାଲ ରେସିଡେନ୍ସି କାହ୍ନେଇପୂର୍ ଠାରେ “ମଧୁ କଥା…
Read More » -
ତାଜା ଖବର
ପୁରୀ ଠାରେ ‘ଓୟୁଜେ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କଟକ ଜିଲ୍ଲା ସାମ୍ବାଦିକ ସଂଘର ଯୋଗଦାନ
କଟକ, ୨୫/୪(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଗତ ତା ୨୧/୦୪/୨୦୨୩ ଶୁକ୍ରବାର ପୁରୀର ‘ହୋଲି ଡ଼େ ରିସର୍ଟ୍ଟ’ ହୋଟେଲ ଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ରାଜ୍ୟ…
Read More » -
ଆଞ୍ଚଳିକ
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦୀ ବ୍ଳକରେ ମିଳିତ ଅଭିଯୋଗ ଶୁଣାଣୀ
ଯାଜପୁର, ୨୪ା୦୪: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଦାନଗଦୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ…
Read More » -
ଆଞ୍ଚଳିକ
ବ୍ୟାସନଗର ଠାରେ ଏସୟୁସିଆଇ (କମ୍ୟୁନିଷ୍ଟ)ର ପ୍ରତିଷ୍ଠା ଦିବସ ପାଳିତ
ବ୍ୟାସନଗର, ୨୪/୪: ଆଜି ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଦଳ ପକ୍ଷରୁ ତାର ୭୬ ତମ ପ୍ରତିଷ୍ଠା ଦିବସ ଦେଶର କୋଣ ଅନୁକୋଣରେ ପାଳିତ ହେଉଛି…
Read More » -
ଆଞ୍ଚଳିକ
ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ୰ ନୃସିଂହ ଚରଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିିକ ଅନୁଷ୍ଠିତ
ବ୍ୟାସନଗର, ୨୪/୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ୰ ନୃସିଂହ ଚରଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଗତ କାଲି ସନ୍ଧ୍ୟାରେ ୦୩ନଂ.…
Read More »