ସୁବିଧା/ଅସୁବିଧା
-
‘ଉଦୟବଟ’ ତରଫରୁ ଉତ୍କଳ ଦିବସ ପାଳିତ ଓ ଯାଜପୁରରୋଡରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦାବୀ
ବ୍ୟାସନଗର, ୧ା୪(ଉ. ନ୍ୟୁଜ୍ ବ୍ୟୁରୋ): ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା ।…
Read More » -
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଳକରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଯାଜପୁର;୨୭/୦୩(ନି ପ୍ର ): ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ବରୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ…
Read More » -
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ରୈାଦ୍ରତାପ ମୁକାବିଲା ପ୍ରସ୍ତୁତି ବୈଠକ; ଶୂନ୍ୟ ମୃତ୍ୟୁହାର ପାଇଁ ଅଧିକାରୀ ଏବଂ ଜନସାଧାରଣ କାର୍ଯ୍ୟ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକରାର ସବୁବେଳେ ଶୂନ୍ୟ ମୃତ୍ୟୁହାର ଦିଗରେ ପ୍ରାଧାନ୍ୟ ଦେଇ ଆସୁଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ…
Read More » -
ବଡଚଣା ବ୍ଳକରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଯାଜପୁର : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ବଡଚଣା ବ୍ଳ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ…
Read More » -
‘ଉଦୟବଟ’ ତରଫରୁ ଆର୍ନ୍ତଜାତିକ ମହିଳା ଦିବସ ପାଳିତ
ବ୍ୟାସନଗର, ୧୧/୩(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ତଥା ‘ଅଂଜନା’ର ସଭାନେତ୍ରୀ ବିଦ୍ୟୁତ୍ପ୍ରଭା ରାୟଙ୍କ ଅଧ୍ୟକ୍ଷତାରେ ଆର୍ନ୍ତଜାତିକ…
Read More » -
ଓଡ଼ିଶା ବଜେଟ୍; ଓଡ଼ିଶାବାସୀଙ୍କୁ ବିନାଶ ଓ ବର୍ବାଦ କରି ବିଜେଡିକୁ କ୍ଷମତାସୀନ କରିବାକୁ ନବୀନ ପଟ୍ଟନାୟକଙ୍କ ହୀନ ଉଦ୍ୟମ-ଇଣ୍ଡିଆନ୍ ସିଟିଜେନସ ପାର୍ଟି
ଭୁବନେଶ୍ୱର: ଓଡିଶା ବଜେଟ୍ ୨୦୨୩-୨୦୨୪ ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି’ର ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ, ଓଡ଼ିଶା ଏବଂ…
Read More » -
ସରକାରୀ କର୍ମଚାରୀମାନଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ୧୫ ଦଫା ଦାବି
ଭୁବନେଶ୍ୱର: ୩/୦୩(ଉ.ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ରାଜ୍ୟରେ ସରକାର ଗଢିଲେ ଆସନ୍ତା ୨୦୨୪ ଜୁନରୁ ନିମ୍ନଲିଖିତ ଦାବୀସମୂହ କାର୍ଯ୍ୟକାରୀ ହେବ ବୋଲି ପାର୍ଟିର ଓଡିଶା ରାଜ୍ୟ…
Read More » -
ଧର୍ମଶାଳା କୁମାରୀ ପଂଚାୟତ ଜାଲସୁଖା ଗ୍ରାମରେ ପିଇବା ପାଣିର ଅଭାବ
ଯାଜପୁର,୨୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଧର୍ମଶାଳା ବ୍ଲକ ନାକ ତଳେ ଥିବା କୁମାରୀ ପଂଚାୟତର ଜାଲସୁଖା ଗ୍ରାମରେ ଲୋକେ ପିଇବାକୁ ପାଣି ପାଉ ନ ଥିବାର ଅଭିଯୋଗ ହୋଇଛି…
Read More » -
କଳିଙ୍ଗନଗର ‘ଟାଟା ଷ୍ଟିଲ’ କର୍ମଚାରୀ ସଙ୍ଘ ନିର୍ବାଚନ, ଯାଜପୁରରୋଡ ଫେରୋକ୍ରୋମ କାରଖାନାରେ ନିର୍ବାଚନୀ ସଭା ଓ ଭୋଜିଭାତ; ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଚରଣ ବିଧିର ଉଲ୍ଲଘନ
ବ୍ୟାସନଗର, ୨୬/୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ‘ଏମ୍ପ୍ଲଇଜ୍ କ୍ଲବ’ରେ ଆଜି ଚାଲିଛି ଭୋଜିଭାତ ଓ ଆସନ୍ତା ମାର୍ଚ୍ଚ ୦୨ ତାରିଖରେ ହେବାକୁ ଥିବା କଳିଙ୍ଗନଗର…
Read More » -
‘ଶ୍ରୀକାନ୍ତ ସ୍ମୃତି ସଂସଦ’ ଓ ‘ଆମ ଓଡ଼ିଶା’ ତରଫରୁ ବ୍ୟାସନଗରରେ ରକ୍ତଦାନ ଶିବିର
ବ୍ୟାସନଗର, ୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳର ଯୁବ ପ୍ରତିଭା ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଲାହାଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥ୍ଚଚ୍ଛ କରିଥିଲା । ସହରର ବହୁ…
Read More »