ଭୂବନେଶ୍ୱରରେ ଭୀଷଣ ବର୍ଷା, ଗୁଳୁଗୁଳିରୁ କିଛିଟା ମୁକ୍ତି

ଭୂବନେଶ୍ୱର, ୦୩/୫(ସତ୍ୟରଂଜନ ମହାପାତ୍ରଙ୍କ ଠାରୁ): ରାଜ୍ୟର ରାଜଧାନୀ ଏକ ଉଷ୍ଣ ପ୍ରବଣ ସହର । ଚାରିଆଡ଼େ କଂକ୍ରିଟ ଓ ପିଚୁର ଆସ୍ତରଣ । ଫଳତଃ କିଛି ବର୍ଷ ହେବ ରାଜଧାନୀ ଭୂବନେଶ୍ୱରରେ ଅସହ୍ୟ ଗୁଳୁଗୁଳି । ଚଳିତ ବର୍ଷ ଖରା ଦିନରେ ମଝିରେ ମଝିରେ ବର୍ଷା ହେବା କାରଣରୁ ଗରମ ବହୁ ମାତ୍ରାରେ କମିଛି । ରାଜ୍ୟରେ ରଜ ପର୍ଯ୍ୟନ୍ତ ଗରମର ପ୍ରଭାବ ରହିଥାଏ । ଏହା ପରେ ମୈାସୁମୀ ବାୟୁ ପ୍ରବାହିତ ହେବା ଫଳରେ ଗରମ କମିଥାଏ । ଏପ୍ରିଲରୁ ରଜ ମଧ୍ୟରେ ମଝିରେ ମଝିରେ ଯେତେ ବର୍ଷା ହେବ ଗୁଳୁଗୁଳି ଓ ଗରମ ସେତେ ପ୍ରଶମିତ ହେବ । ଏବର୍ଷ କିଛି ଅନ୍ତରରେ ଭଲ ବର୍ଷା ହେଉଛି । ଆଜି ଅପରାହ୍ନରେ ଭୂବନେଶ୍ୱରରେ ଭଲ ବର୍ଷା ହେବା କାରଣରୁ ଗୁଳୁଗୁଳିରୁ କିଛିଟା ମୁକ୍ତି ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close