ସ୍ବାସ୍ଥ୍ୟ
-
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ରୈାଦ୍ରତାପ ମୁକାବିଲା ପ୍ରସ୍ତୁତି ବୈଠକ; ଶୂନ୍ୟ ମୃତ୍ୟୁହାର ପାଇଁ ଅଧିକାରୀ ଏବଂ ଜନସାଧାରଣ କାର୍ଯ୍ୟ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକରାର ସବୁବେଳେ ଶୂନ୍ୟ ମୃତ୍ୟୁହାର ଦିଗରେ ପ୍ରାଧାନ୍ୟ ଦେଇ ଆସୁଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ…
Read More » -
‘ଶ୍ରୀକାନ୍ତ ସ୍ମୃତି ସଂସଦ’ ଓ ‘ଆମ ଓଡ଼ିଶା’ ତରଫରୁ ବ୍ୟାସନଗରରେ ରକ୍ତଦାନ ଶିବିର
ବ୍ୟାସନଗର, ୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳର ଯୁବ ପ୍ରତିଭା ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଲାହାଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥ୍ଚଚ୍ଛ କରିଥିଲା । ସହରର ବହୁ…
Read More » -
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ “ଟାଟା ଷ୍ଟିଲ୍ ଫାଉଣ୍ଡେସନ” ଓ “ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ” ମଧ୍ୟରେ ସହଭାଗିତା
ଯାଜପୁର, ୧୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଭାଗିତାରେ ଓଡ଼ିଶାର ଯାଜପୁର ଜିଲ୍ଲାରେ “ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ’ କାର୍ଯ୍ୟକାରିତାର…
Read More » -
ଦାନଗଦି ବ୍ଲକର ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଜୁନିୟର କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳିତ
ଦାନଗଦି,୦୧/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନୀ ଠାରେ ଥିବା ‘ଝାଡ଼େଶ୍ୱର ଜୁନିୟର କଲେଜ’ରେ ଆଜି ଗୁରୁବାର ପୂର୍ବାହ୍ନରେ ‘ବିଶ୍ୱ ଏଡ୍ସ ଦିବସ’ ପାଳିତ…
Read More » -
ଯାଜପୁର ବ୍ଲକ ଭୂଇଁପୁରର ପୂର୍ବତନ ସରପଂଚ ପ୍ରମୋଦ ଦାସଙ୍କ ବିୟୋଗ; ବିଭିନ୍ନ ମହଲରେ ଶୋକ
ସାହାପୁରହାଟ, ୦୬/୧୧: ଯାଜପୁର ବ୍ଲକର ଭୂଇଁପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ କୁମାର ଦାସ (ଟୁନା)ଙ୍କ ବିୟୋଗ ଘଟିଛି । ସେ…
Read More » -
ବାଲେଶ୍ୱରର ‘କିଓର ଆଣ୍ଡ କେୟାର’ କ୍ଲିନିକ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ୱର, ୨୨/୧୦ (ଅଖିଳ ଚନ୍ଦ୍ର ଦାସଙ୍କ ଠାରୁ): ବାଲେଶ୍ୱରର ‘କିଓର ଆଣ୍ଡ କେୟାର’ କ୍ଲିନିକ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More » -
ଯାଜପୁରର ରାମବାଗଠାରେ ‘ବିଶ୍ୱ ଦୃଷ୍ଟି ଦିବସ’ ପାଳିତ
ଯାଜପୁର, ୧୪/୧୦ (ପଦ୍ମଲୋଚନ ନାୟକଙ୍କ ଠାରୁ): ଗତ କାଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ରାମବାଗର ତଳିଆପଂଚାୟତ ସ୍ଥିତ ‘ଆଦିକନ୍ଦ ପଣ୍ଡା ମେମୋରିଆଲ୍ ଚକ୍ଷୁ ଚିକିତ୍ସାଳୟ’ ପକ୍ଷରୁ ‘ବିଶ୍ୱ…
Read More » -
ଯାଜପୁରରେ ବିଶ୍ୱ ହୃଦ୍ଘାତ ଦିବସ ପାଳିତ
ଯାଜପୁର, ୦୧ା୧୦ : ଗତ ତା ୨୯ ତାରିଖରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଜିଲ୍ଳ୍ା ସ୍ତରୀୟ ବିଶ୍ୱ ହୃଦ୍ଘାତ ଦିବସ ପାଳିତ ହୋଇଯାଇଚ୍ଥି ।…
Read More » -
ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ ତରଫରୁ ମୁଣ୍ଡମାଳ ହନୁମାନ ମନ୍ଦିର ନିକଟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବ୍ୟାସନଗର; ୨୯/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ ତରଫରୁ ମୁଣ୍ଡମାଳ ହନୁମାନ ମନ୍ଦିର ପାଖ କମ୍ୟୁନିଟି ସେଣ୍ଟର ୱାର୍ଡ ନଂ…
Read More » -
ଯାଜପୁରରୋଡ ଇଏସଆଇ ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ ନାହିଁ କାହାର ନଜର-କେମିତି ମିଳିବ ସେବା
ଯାଜପୁର/ବ୍ୟାସନଗର;୨୦/୦୯(ବ୍ୟୁରୋ): ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ) ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ କାହାର ନଜର ନାହିଁ । ଏ ନେଇ…
Read More »