ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ଭର୍ତ୍ତି ପାଇଁ ଯୋଗ୍ୟତା ପରୀକ୍ଷା ନିମିତ୍ତ ଆବେଦନ

ଯାଜପୁର; ୧୧/୦୩ (ନି ପ୍ର ) : ପ୍ରତିରକ୍ଷା ସେବାରେ ଆଗ୍ରହୀ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ପାଇଁ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନ୍‌ରେ ଜାନୁୟାରୀ ୨୦୨୩ ଶିକ୍ଷାବର୍ଷ ପାଇଁ ଯୋଗ୍ୟତା ପରୀକ୍ଷା ଆସନ୍ତା ଜୁନ ମାସ ୪ ତାରିଖରେ ହେବ ବୋଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଂଜନ ସାମଲ ସୂଚନା ଦେଇଚ୍ଥନ୍ତି । ଏହି ମର୍ମରେ ତା ୧୫ା୨ା୨୦୨୨ ରିଖରେ ସରକାର ଅଧିସୂଚନା ଜାରି କରିଚ୍ଥନ୍ତି । ଅଷ୍ଟମ ଶ୍ରେଣୀରେ ପ୍ରବେଶ ପାଇଁ କେବଳ ସପ୍ତମ ଶ୍ରେଣୀ ଉତ୍ତୀନ୍ନ ଚ୍ଥାତ୍ର ଚ୍ଥାତ୍ରୀ ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏହି ପ୍ରତିରକ୍ଷା କଲେଜରେ ଓଡିଶା ରାଜ୍ୟର କୋଟା ପୂରଣ ହୋଇପାରୁ ନ ଥିବାରୁ ଅନ୍ୟ ରାଜ୍ୟର ଚ୍ଥାତ୍ର ଚ୍ଥାତ୍ରୀ ଏହାର ସୁଯୋଗ ନେଉଚ୍ଥନ୍ତି । ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ଏ ଦିଗରେ ଧ୍ୟାନ ଆକର୍ଷଣ ତଥା ମାର୍ଗଦର୍ଶନ ନିମନ୍ତେ ଜିଲ୍ଲାର ଏନ୍‌.ସି.ସି. ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଚ୍ଥି । ଅଧିକରୁ ଅଧିକ ଚ୍ଥାତ୍ର ଚ୍ଥାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଯୋଗ ଦେଇପାରିବେ । ସେଥି ନିମନ୍ତେ ଜିଲ୍ଲା ସ୍ତରରେ ଉଦ୍ୟମ ହେଉଚ୍ଥି ଓ ଏହି ପ୍ରବେଶିକା ପରୀକ୍ଷା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଚ୍ଥି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close