ଶ୍ରମିକ ନେତା ସମ୍ରାଟ ଗୁପ୍ତାଙ୍କ ଗତ କାଲି ରାତିରେ ପରଲୋକ

କାଳିଆପାଣି: ଯାଜପୁର ଜିଲା କାଳିଆପାଣି ସ୍ଥିତ ସର୍ବବୃହତ ଶ୍ରମିକ ସଂଗଠନ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ ଶ୍ରମିକ ନେତା ସମ୍ରାଟ ଗୁପ୍ତାଙ୍କର ଗତକାଲି ରାତିରେ ପରଲୋକ ଘଟିଛି l ତାଙ୍କ ବିୟୋଗରେ କାଳିଆପାଣି କ୍ରୋମ ଉପତ୍ୟକାରେ ଶୋକର ଛାୟା ଖେଳି ଯାଇଛି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close