ଠାକୁରମୁଣ୍ଡା ମୁଖ୍ୟ ବଜାରରେ ପ୍ରବଳ ଭିଡ଼

ମୟୁରଭଞ୍ଜ ; ୧୩/୦୧ (ନି.ପ୍ର .ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ) : ମୟୁରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା ମୁଖ୍ୟ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଧବାର ଦିନ ଠାକୁରମୁଣ୍ଡା ରେ ହାଟ ବସିଥାଏ କିନ୍ତୁ ସେହି ହାଟରେ ନାହିଁ ନଥିବାର ଭିଡ ଦେଖିବାକୁ ମିଳିଥିଲା। ଏହି କରୋନା ସମୟ ରେ ନା ଅଛି ମାସ୍କ ନା ଅଛି ସାମାଜିକ ଦୂରତା ।କରୋନାର ଧଜିଆ ଉଡେଇଦେଇଛନ୍ତି ଲୋକେ।ସରକାର ଲକଡାଉନ କରିବା ପରେ ମଧ୍ୟ ତାହାର କିଛି ପ୍ରବାହ ପଡିନାହିଁ ଠାକୁରମୁଣ୍ଡାରେ । ବଜାରସାରା ଲୋକ ଭିଡ ଠେଲାପେଲା । ମକର ହାଟ କରିବା ପାଇଁ ଆଖ ପାଖ ଆଠଟା ପଚାଂୟତର ଲୋକ ସେଠାରେ ଭିଡ କରିଥିଲେ । ମହାମାରୀର ପ୍ରକୋପ ବଢ଼ି ଚାଲିଥିବା ବେଳେ ବଜାର ହାଟର ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ଧ୍ୟାନ ଦେବା ନିତାନ୍ତ ଦରକାର।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close