ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ୰ ବୃନ୍ଦାବନ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିିକ ଅନୁଷ୍ଠିତ

ବ୍ୟାସନଗର, ୨୨/୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ୰ ବୃନ୍ଦାବନ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଆଜି ପୂର୍ବାହ୍ନରେ ତାଙ୍କ ୧୭ନଂ. ୱାର୍ଡ଼ର ଗାୟତ୍ରୀ ବିହାର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ, ୰ ଶ୍ରୀ ମହାନ୍ତି ୨୦୦୩ରେ ଚାକିରୀରୁ ଅବସର ନେଇ ସାପଗଡ଼ିଆ ଛକ ନିକଟସ୍ଥ ଗାୟତ୍ରୀ ବିହାରରେ ଘର କରି ରହୁଥିଲେ । ତା ୧୮/୦୯/୧୯୪୫ରେ ଜନ୍ମିତ ୰ ଶ୍ରୀ ମହାନ୍ତିଙ୍କର ଗତ ତା ୦୬/୦୩/୨୦୨୨ରେ ପରଲୋକ ଘଟିଥିଲା । ତିଥି ମୁତାବକ ଆଜି ତାଙ୍କର ୧ମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି । ଏଥିରେ ତାଙ୍କର ଜାମାତା ସତ୍ୟଜିତ୍ ରାଉତରାୟ, ଝିଅ ପୁଷ୍ପଲତା ରାଉତରାୟ, ଝିଅ-କାମିନୀ ରାଉତ, ଜ୍ୱାଇଁ- ବିଜୟ କୁମାର ରାଉତ, ଝିଅ-ସଂଯୁକ୍ତା ମଲ୍ଲିକ, ଜ୍ୱାଇଁ- ନରେନ୍ଦ୍ର ମଲ୍ଲିକ, ଝିଅ-ରଂଯୁକ୍ତା ନାୟକ, ଜ୍ୱାଇଁ- ବ୍ରଜମୋହନ ନାୟକ, ଝିଅ-ମଧୂସ୍ମିତା ବୋଇତାଇ, ଜ୍ୱାଇଁ- ସଂଜୟ କୁମାର ବୋଇତାଇ, ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ରହି ଶ୍ରାଦ୍ଧ କାର୍ଯ୍ୟ ସଂପାଦନ କରିଥିଲେ । ଏଥିରେ ଆଖ ପାଖ ଅଂଚଳର ବହୁ ବ୍ୟକ୍ତି ଯୋଗଦାନ କରି ମଧ୍ୟାହ୍ନରେ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ସୁଦୀପ୍ କୁମାର ମିଶ୍ର  ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close