ଆଜି ୧୨୫ତମ ନେତାଜୀ ଜୟନ୍ତୀ

କଟକ; ୨୩/୦୧:  ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଶ୍ବସ୍ତରୀୟ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ନେତାଜୀଙ୍କ ନାମରେ କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ । ୧୨ ଏକର ଜମିରେ ହେବ ଏହି ବସ୍ ଟର୍ମିନାଲ, ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close