ବ୍ୟାସନଗର ଆହାର କେନ୍ଦ୍ରରେ ଖାଦ୍ୟର ସ୍ୱାଦ ପରଖିଲେ ନିର୍ବାହୀ ଅଧିକାରୀ

ବ୍ୟାସନଗର; ୧୮/୧୦ ( ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ରୋଡରେ ଥିବା ଆହାର କେନ୍ଦ୍ରରେ ଲୋକମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ଭଲ ବୋଲି ଆଜି ସ୍ଥାନୀୟ ଅଂଚଳର ସମାଜସେବୀ ପ୍ରସନ୍ନ କୁମାର ସାମଲ କହିଥିବା ବେଳେ ଖାଦ୍ୟର ସ୍ୱାଦ ପରଖିଥିଲେ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ । ଖାଦ୍ୟ ସ୍ୱାଦ ଚାଖିବା ସହ ଲୋକମାନଙ୍କୁ ନିଜେ ଖାଦ୍ୟ ପରଶି ଥିଲେ ଅଧିକାରୀ । ଶ୍ରୀ ରାଉତଙ୍କ ଏଭଳି ସେବାକର୍ଯ୍ୟ ଦେଖି ସମାଜସେବୀ ଶ୍ରୀ ସାମଲ ଧନ୍ୟବାଦ ଜଣାଇଥିଲେ । ଆହାରକେନ୍ଦ୍ରରେ ମିଳୁଥିବା ଖାଦ୍ୟ ସୁସ୍ୱାଦୁ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close