ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ,୨୪/୭(ଜଳ୍ପନା ଜେନାଙ୍କ ଠାରୁ): କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ, ଜଳ ଆହୁନେ ସୃଷ୍ଟି ନାଶ । ଓଡ଼ିଶାରେ ଏଣେ ବର୍ଷା ଅଭାବ ପାଇଁ ଚାଷ କାର୍ଯ୍ୟ ବ୍ୟାହାତ ହୋଇଥିବା ବେଳେ ଗତ କିଛି ଦିନର ବର୍ଷା ବିତ୍ପାତ ପାଇଁ ମାୟାନଗରୀ ମୁମ୍ବାଇରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଛି । ଜୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ରାସ୍ତା ଘାଟ ବହୁ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଛି । ବସ, ଟ୍ରେନ ସବୁ ସେବା ବ୍ୟାହାତ । ଭାରତର ଅର୍ଥନୈତିକ ରାଜଧାନୀରେ ବର୍ଷା ବିତ୍ପାତ ପାଇଁ କାରବାର, ଅଫିସ ଆଦି ମାନ୍ଦା ପଡିବା ସହ ଅଫିସକୁ କର୍ମଚାରୀମାନେ ଯାଇଆସୁ ପାରୁ ନାହାନ୍ତି । ବର୍ଷା ଜଳର ତାଣ୍ଡବରେ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close