ମହତାବନଗରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨ୟ ବାର୍ଷିକ ଭାଗବତ ସପ୍ତାହ ପାଳିତ

ବ୍ୟାସନଗର,୨୨.୧୧: ସ୍ଥାନୀୟ ମହତାବନଗର ଶ୍ରୀ ଜଗନ୍ନାଥ ସଂସ୍କୃତି  ପରିଷଦ ପକ୍ଷରୁ ୨ୟ ବାର୍ଷିକ ଭାଗବତ ସପ୍ତାହ ପାଳିତ ହୋଇଯାଇଛି । ଚଳିତ ମାସ ତା ୧୩/୧୧ରୁ ଏହି ପବିତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ତା.୧୯/୧୧ରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଏହି କାର୍ଯ୍ୟ ସମାପନ ହୋଇଛି । ଏଥିରେ ମହତାବନଗର, ଗୋଶାଳା ଛକ ସମେତ ପୈାର ପରିଷଦ ଅଂଚଳର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close