ସୁକିନ୍ଦା କ୍ରୋମ ଉପତ୍ୟକାର କଲରଙ୍ଗୀଅତା ଠାରେ ୩୪ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା

କାଳିଆପାଣି, ୦୨/୧୧(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅର୍ନ୍ତଗତ ତଥା ସୁକିନ୍ଦା କ୍ରୋମ ଉପତ୍ୟକାର କଲରଙ୍ଗୀଅତା ଠାରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଖଣି ଅଂଚଳର ଏହି ପୂଜାକୁ ଦେଖିବା ପାଇଁ ପ୍ରତିବର୍ଷ ବହୁ ଜନସମାଗମ ହୋଇଥାଏ । ହେଲେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ପୂଜା ବଜାର ମାନ୍ଦା ପଡିଛି । ପାଲ ଟଣା ଘରେ ମା’ ପୂଜା ପାଉଛନ୍ତି । ପୂଜକ ଓ କର୍ତା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମ ମାନି ଆୟୋଜକମାନେ ପୂଜା କରୁଛନ୍ତି । ଚଳିତ ବର୍ଷର ଏହି ୩୪ତମ ପୂଜା ଉତ୍ସବରେ ସେତେଟା ଉନ୍ମାଦନା ନ ଥିଲେ ମଧ୍ୟ ଯଥା ବିଧିମତେ ଏଠାରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close