କଂଗ୍ରେସ ନେତା କୈଳାସ ପହିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ

ବ୍ୟାସନଗର, ୦୪/୦୯: ସ୍ଥାନୀୟ ଯୋଡ଼ାବର ଗ୍ରାମର ବରିଷ୍ଠ ନାଗରିକ ତଥା ବରିଷ୍ଠ କଂଗ୍ରେସ ନେତା କୈଳାସ ଚନ୍ଦ୍ର ପହିଙ୍କ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ, ସେ ଆଜି ସକାଳେ ମାଛ କିଣିବାକୁ ପାଖ ଧବଳଗିରି ବଜାରକୁ ଯାଇଥିଲେ । ମାଛ କିଣି ସକାଳ ପ୍ରାୟ ୯ଟାରେ ମୋଟର ସାଇକେଲରେ ରାସ୍ତା ପାର ହେଉଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ୰ ଶ୍ରୀ ପହି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଟିଂଆଙ୍କ ଭିଣୋଇ ଅଟନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close