ନନ୍ଦନ ଏନ୍ କ୍ଳେଵ ହାଉସିଂ ବୋର୍ଡ କଲୋନୀ ଅନ୍ତେବାସୀଙ୍କ ଦ୍ବାରା ୭୬ତମ ସ୍ବାଧିନତା ଦିବସ ପାଳିତ

କଟକ ; ୧୬/୦୮ (ନି ପ୍ର ): ଏନ୍ କ୍ଳେଵ ହାଉସିଂ ବୋର୍ଡ କଲୋନୀ ଅନ୍ତେବାସୀଙ୍କ ଦ୍ବାରା ୭୬ତମ ସ୍ବାଧିନତା ଦିବସ ଅବସରରେ ରାଷ୍ଟ୍ରୀୟ ଅମୃତ ମହୋତ୍ସବ ପ୍ରଥମେ ପ୍ରଭାତ ଫେରି ପରେ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ଦଳାଇ, ସମ୍ପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସେଠି ଙ୍କ ଦ୍ଵାରା ପତକା ଉତ୍ତୋଳନ କରିଥିଲେ ଶ୍ରୀମତି କଳ୍ପନା ସାମଲ ପରିଚାଳନା ଏବଂ ତାଙ୍କ ସହିତ ଶ୍ରୀ ଅକ୍ଷୟ ମହାପାତ୍ର, ଶ୍ରୀ ଶରତ ପଣ୍ଡା, ଶ୍ରୀ କୁଳୀସ୍ ବଳ, ଶ୍ରୀ ଚକ୍ରଧର ମଲିକ ଏବଂ ଅନ୍ୟ ସହଯୋଗୀ ମାନଙ୍କ ଦ୍ଵାରା ଧୁମ୍ ଧାମରେ ପାଳନ କରାଯାଇଥିଲା ମୁଖ୍ୟତଃ କୁନିକୁନି ପିଲାଙ୍କ ଦ୍ଵାରା ଗୀତନାଚ ସମସ୍ତଙ୍କୁ ପ୍ରଭାବିତ କରିଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close