ଇନ୍ଦୁପୁର ଜୋନ୍ ନଂ. ୫ ମଣ୍ଡଳରେ ବିଜେପି ତରଫରୁ କାର‌୍ୟ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ନିକିରାଇ ମଦନ ମୋହନ ମଠ ପରିସରରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୬/୧୧ (ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ା ଜିଲ୍ଲା ଜୋନ୍ ନଂ ୫ ଇନ୍ଦୁପୁର ମଣ୍ଡଳରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ କାର‌୍ୟ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ନିକିରାଇ ମଦନ ମୋହନ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧ମ ଦିନରେ ସମସ୍ତ ଆଠଟି ପଞ୍ଚାୟତର ଆପେକ୍ଷିକ କାର‌୍ୟ୍ୟକର୍ତ୍ତାମାନେ ଉପସ୍ଥିତ ରହି ବହୁ ବରିଷ୍ଠ ପ୍ରଶିକ୍ଷକମାନଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close