ଅନୁଗୁଳ; ୦୨/୧୦( ବ୍ୟୁରୋ) : ଆଜି ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ପଵିତ୍ରନଗର ଠାରେ ବିଜେଡ଼ି କର୍ମୀମାନଙ୍କ ଗହଣରେ ପାଲଲହଡ଼ାର ବିଧାୟକ ମୁକେଶ କୁମାର ପାଳ ପବିତ୍ର ମୋହନ ପ୍ରଧାନ ଓ ଗୋପବନ୍ଧୁ ଦାସ ଙ୍କୁ ମାଲ୍ୟାର୍ପଣ କରିବା ପରେ ବିଜେଡିର କାର୍ଯ୍ୟାଳୟ ଟିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ମହାନ୍ତି,ଯୁଗଳ କିଶୋର ସାହୁ ପରାବିଲ ର ସରପଞ୍ଚ ବଂଶୀଧର ସାହୁ ଓ ଏ ଅଞ୍ଚଳର ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close