ଯାଜପୁରରୋଡ ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ର ଆକର୍ଷଣୀୟ ଅଫର
ବ୍ୟାସନଗର, ୨୧/୯: ଯାଜପୁରୋତର ଚୋରଦା ବାଇପାସ-ନହକାଛକ ମେନରୋଡରେ ଅବସ୍ଥିତ ଏକ ନିର୍ଭରଯୋଗ୍ୟ ଇନଭର୍ଟର ଓ ବ୍ୟାଟେରୀ ଆଦିର ବିକ୍ରେତା ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ ଗ୍ରାହକମାନଙ୍କୁ ବିଭିନ୍ନ ସୁବିଧା ଦେଇ ଆସୁଥିବା ସହ ଆକର୍ଷିତ ରିହାତି ପ୍ରଦାନ କରିଆସୁଅଛି । ନିକଟରେ ବହୁ ଅଫର ଦେଇଚାଲିଥିବା ଏହି ପ୍ରତିଷ୍ଠାନ ନିମ୍ନରେ ଆଉ ଏକ ଅଫର ଜାରୀ କରି ଏହାର ସୁବିଧା ନେବାକୁ ସଂସ୍ଥାର ସତ୍ୱାଧିକାରୀ ଶେକ୍ ଆହେତାଦ୍ଦୁନ୍ (କାଲା ବାବୁ) ଅନୁରୋଧ କରିଛନ୍ତି:-
Live Share Market