ପାଣିକୋଇଲି ଅଂଚଳର ୮୪ ବର୍ଷ ବୃଦ୍ଧାଙ୍କ ଉଦ୍ୟାନ ସୃଷ୍ଟିର ନିଶା ଯୁବ ବର୍ଗଙ୍କୁ ଆକୃଷ୍ଟ କରୁଛି

ପାଣିକୋଇଲି, ୧୮/୯ (ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ବ୍ଲ୍‌କର ପାଣିକୋଇଲି ନିକଟବର୍ତୀ ପଥରପଦା ଗ୍ରାମପଂଚାୟତ ଓ ପଥରପଦା ଗ୍ରାମର ଭୂତି ବାରିକ ଏବେ ପରିଣତି ବୟସରେ ଅବତୀର୍ଣ୍ଣ । ଏବେ ବୟସ ତାଙ୍କୁ ୮୪ ବର୍ଷ । ହେଲେ ଏ ବୟସରେ ଗଛଲତା ପ୍ରତି ଥିବା ତାଙ୍କର ଭଲ ପାଇବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ସେ ନିଜେ ଏବେ ତାଙ୍କ ବାଡିରେ ବହୁ ଲଗାଇ ତା’ର ଯତ୍ନ ନେଉଛନ୍ତି । ସେ ଏକ ଦେଖିଲା ଭଳି ଏକ ଉଦ୍ୟାନ କରିଛନ୍ତି । ଗଛଗୁଡିକର ରୀତିମତ ଯତ୍ନ ନେଉଛନ୍ତି । ସେ ବିଭିନ୍ନ ଗପ ମାଧ୍ୟମରେ ଲୋକଙ୍କୁ ଗଛ ଲଗାଇବା ପାଇଁ ଆହ୍ୱାନ କରୁଥିବା ସହ ସମାଜର ମଂଗଳ କାମନା କରି କିପରି କୁସଂସ୍କାର ଦୂର ହେବ ସେଥିଲାଗି ଉଦ୍ୟମ ଚଳାଇଛନ୍ତି । ଏପରି ବୟସରେ ତାଙ୍କ ଗଛ ପ୍ରୀତି ଓ ସମାଜସେବା ବହୁ ବ୍ୟକ୍ତିଙ୍କୁ ଆକୃଷ୍ଟ କରିଛି । ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ କିଛି କଥା :-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close