ପବିତ୍ର ଶିବରାତ୍ରିରେ ଉତ୍ସବ ମୁଖର ହୋଇଉଠିଥିଲା ବାଲେଶ୍ଵର ସହରର ଶୈବପୀଠ

ବାଲେଶ୍ଵର; ୧୨/୦୩ ( ବ୍ରଜ ଗୋପାଳ ସେନଙ୍କ ଠାରୁ) : ପବିତ୍ର ଜାଗର ଅବସରରେ ବାବା ପଞ୍ଚଲିଙ୍ଗେଶ୍ବରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ଓ ଆଶୀର୍ବାଦ ଭିକ୍ଷା କରିବାର ସୌଭାଗ୍ୟ ପ୍ରାପ୍ତ କଲେ ଶ୍ରଦ୍ଧାଳୁ  ଓ ଦେବ ଦେବ ମହାଦେବଙ୍କର କୃପାରୁ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ଏହି କାମନା କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ  । ବାଲେଶ୍ୱର ସହର ମଧ୍ୟରେ ଥିବା ବାବା ରାମେଶ୍ୱର ମଂନ୍ଦିର ଓ ବାବା ଝାଡେଶ୍ୱର ମଂନ୍ଦିରରେ ମଧ୍ୟ ସରକାରଙ୍କ   କୋଭିଡ୍ କଟକଣା ନିୟମ ମାନି ଶତାଧିକ ଭକ୍ତ ବାବାଙ୍କ ଦର୍ଶନ ଓ ପାଦୁକା ପାଇଁ ସୁଚାରୁ ରୂପେ ଘରକୁ ବାହୁଡିଥିଲେ ଓ ଭୋଗରାଇ ସ୍ତିତ ବାବା ଚଂନ୍ଦନେଶ୍ୱର ମଂନ୍ଦିର ଏବଂ ଏସିଆ ମହାଦେଶର ସବୁଠୁ  ବଡ଼ ଶିବ ଲିଂଗରେ ବାବା ଭୂଶେନଡେଶ୍ୱରରେ ମଧ୍ୟ କୋଭିଡ୍ କଟକଣା କୁ ମାନି ଭକ୍ତ ମାନେ ନିଜ ନିଜର ମନସ୍କାମନାକୁ ପୂରଣ ରଖି ବାବା ଙ୍କୁ ଆରଧନା କରିଥିଲେ। ଉତ୍ସବ ମୁଖର ହୋଇଉଠିଥିଲା ବାଲେଶ୍ଵର ସହର।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close