ମହାଶିବ ରାତ୍ରୀରେ ଯାଜପୁରରୋଡ଼ର ଫେରୋକ୍ରୋମ ନିକଟବର୍ତୀ ବାଙ୍କିସାହି ଶିବ ମନ୍ଦିରରେ ମହାଦୀପ ଉଠିଲା

ବ୍ୟାସନଗର, ୧୮/୨(ଉ. ନ୍ୟୁଜ୍ ବ୍ୟୁରୋ): ପବିତ୍ର ମହାଶିବ ରାତ୍ରୀ ତଥା ଜାଗର ଉପଲକ୍ଷେ ସ୍ଥାନୀୟ ୦୨ ନଂ. ୱାର୍ଡ଼ର ଫେରୋକ୍ରୋମ କାରଖାନା ନିକଟବର୍ତୀ ବାଙ୍କିସାହି ସ୍ଥିତ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରେ ରାତ୍ର ୧୧ଟା ପରେ ମହାଦୀପ ଉଠିଛି । ବହୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଦିନ ତମାମ ପୁଜା କାର୍ଯ୍ୟ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ପାଲା ଆଦି କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ଏହି ପବିତ୍ର ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close