ନବୀନ ଓ ପାଣ୍ଡିଆନଙ୍କ କୁଶପୁତଳିକା ଦାହ ପାଇଁ ଆଇ.ସି.ପି. ର ଆହ୍ୱାନ

ଭୁବନେଶ୍ୱର,୨୫/୧୨: ଓଡ଼ିଶା, ଓଡ଼ିଆ ଭାଷା ଏବଂ ଓଡ଼ିଶାବାସୀଙ୍କ ବିରୋଧରେ କୁଚକ୍ରାନ୍ତରେ ବ୍ୟସ୍ତ ଅଛନ୍ତି ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ୍ । ବି.ଜେ.ଡି. ୨୦୧୦ ମସିହାରୁ ଓଡ଼ିଶାର ସ୍କୁଲ କଲେଜରୁ ଓଡ଼ିଆ ବ୍ୟାକରଣକୁ ଉଠାଇ ଦେଇ ଓଡ଼ିଆ ଭାଷାର ବିଲୋପ ପାଇଁ ନବୀନ ପଟ୍ଟନାୟକଙ୍କ ବିରୋଧରେ କୁଚକ୍ରାନ୍ତରେ ବ୍ୟସ୍ତ ଅଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟି ପକ୍ଷରୁ କୁହାଯାଇଛି । ସାରା ଓଡ଼ିଶାରରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କର କୁଶପୁତଳିକା ଦାହ କରିବା ପାଇଁ ଆଇ.ସି.ପି. ଓଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close