ଓଡିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ଼ର ମୂଖିଗୁଡା ସୋଲାର ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ୍ଵ 

କଳାହାଣ୍ଡି ; ୧୧/୦୬( ଅମଜାଦ ଖାନଙ୍କ ଠାରୁ ): କଳାହାଣ୍ଡି ଜିଲ୍ଲା  ଜୟପାଟଣା ବ୍ଲକ୍ ଅନ୍ତର୍ଗତ ମୁଖିଗୁଡା ସ୍ତିତ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ନିକଟସ୍ଥ ସ୍ଥାନରେ ଓଡିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ଼ର ମୂଖିଗୁଡା ସୋଲାର ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ୍ଵ ହୋଇଛି । ଓଡିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ଼ ଜଳ ସେଚନର ପ୍ରାକ୍ତନ ବରିଷ୍ଠ ଅଧିକାରୀ  ଇଂଜିନିୟର ରାଓଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ୍ଵ ହୋଇଛି ।  ପ୍ରକଳ୍ପ କାର୍ଯ୍ୟକରି କମ୍ପାନୀ ଅଧିକାରୀ ଇଂଜିନିୟର  କ୍ରିଷ୍ଣା ନାୟକ, ଜ଼ହିର ଖାନ , ସାମ୍ବାଦିକ ଅମଜାଦ ଖାନ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ସହ ଅନ୍ୟ ଅଧିକାରୀ ଉପସ୍ତିତିରେ କାର୍ଯ୍ୟର ସମୀକ୍ଷା ଓ ତ୍ଵରାନିତ୍ଵ ପ୍ଲାନ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close