ଡିଜିପି ଅଭୟ କୁମାରଙ୍କ ରାଉରକେଲା ଗସ୍ତ

ରାଉରକେଲା ; ୨୯/୦୮(ବ୍ୟୁରୋ) : ଡିଜିପି ଅଭୟ ରବିବାର ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମର ରହିଛି । ସେ ସିଭିକ୍ ସେଣ୍ଟରରେ ଏକ ସମ୍ମାନୀତ କାର୍ଯ଼୍ୟକ୍ରମରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମରେ କୋଭିଡ ସମୟରେ ଜୀବନ ହାରିଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସମ୍ମାନିତ କରାଯିବ । ଡିଜି ୬ଟି ପୋଲିସ ଜିଲ୍ଲାର କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ମାନୀତ କରିବେ ବୋଲି ଜଣାପଡିଛି । ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା ଓ କେନ୍ଦୁଝର ପୋଲିସ ଜିଲ୍ଲାରେ ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସମୁଦାୟ ୪୪ ଜଣଙ୍କୁ ଡିଜିପି ସମ୍ମାନିତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close