ପାଣ୍ଡିଆନଙ୍କୁ କାଳିମାଡ; ନବୀନଙ୍କ ବିରୁଦ୍ଧରେ ଅସନ୍ତୋଷ ଓ ଘୃଣା: ଇଣ୍ଡିଆନ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର, ୨୦/୮/୨୦୨୩: ସତ୍ୟବାଦୀରେ ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ; ଗଣତନ୍ତ୍ରର ହତ୍ୟାକାରୀ, ରାଜକୋଷର ଅପଵ୍ୟୟକାରୀ ଏବଂ ଓଡିଶାବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଥିବା ନବୀନ ପଟ୍ଟନାୟକ ଏବଂ ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ସରକାରୀ ଅଫିସର ଭି. କେ ପାଣ୍ଡିଆନଙ୍କ ଉପରେ ଓଡିଶାବାସୀଙ୍କ ଅସନ୍ତୋଷ ଏବଂ ଘୃଣାର ପ୍ରତିଫଳନର ଅୟମାରମ୍ଭ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି( ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହଛନ୍ତି । ସୂଚନାଧିକାରୀ କର୍ମୀ ଭାସ୍କର ସାହୁ ଜଣେ ସ୍ଵାଭିମାନୀ ଓଡ଼ିଆ, ଗଣତନ୍ତ୍ରବାଦୀ ଓ ବୀର ଓଡିଆ  ବୋଲି ଶ୍ରୀ ରାଉତ୍ କହିଛନ୍ତି । ଓଡିଶାର ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ ପାଣ୍ଡିଆନ ଗସ୍ତକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବାକୁ ଶ୍ରୀ ରାଉତ୍ ଆହ୍ବାନ ଦେଇଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close