ପରଲୋକରେ ବାଲେଶ୍ଵରର ପୂର୍ବତନ ବିଧାୟକ ଅରୁଣ ଦେ

ବାଲେଶ୍ବର;  ୦୩/୦୮ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ପରଲୋକରେ ବାଲେଶ୍ଵରର ପୂର୍ବତନ ବିଧାୟକ ଅରୁଣ ଦେ, କରୋନାରେ ଆକ୍ରାନ୍ତ  ହୋଇ ୭୬ ବର୍ଷ ବୟସରେ ବୁଜିଲେ ଆଖି‌। ବାଲେଶ୍ୱର ରାଜନୀତିର ଭୀଷ୍ମ ପିତାମହ, କିମ୍ବଦନ୍ତୀ ପୁରୁଷ, ପୂର୍ବତନ ବିଧାୟକ, ପ୍ରିୟ ଦାଦା(ଅରୁଣ ଦେ)ଙ୍କ ବିୟୋଗରେ ବାଲେଶ୍ୱର ବାସୀ ଗଭୀର ଭାବେ ମର୍ମାହତ । ତାଙ୍କର ରାଜନୀତି କେରିୟର ବାଲେଶ୍ୱର ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ହେଲା । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close