ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ବାଇକ ସହ ଜଣେ ଗିରଫ : କୋର୍ଟ ଚାଲାଣ

 

ବାଲିଗୁଡା ;୨୭/୦୭ (ସଞ୍ଜୟ କୁମାର ପାଣିଗ୍ରାହୀ  ଙ୍କ ଠାରୁ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ବାଲିଗୁଡା ପୋଲିସ ତରଫରୁ ଥାନା ଡିଏସପି ସ୍ବରାଜ ଦେବତା ଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓଆର- ୦୨-ବିଏକ୍ସ- ୮୭୭୩ ଯାଞ୍ଚ କରିବା ସମୟରେ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ବେଆଇନ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ଦିଗାଲ(୩୫)ତାଙ୍କ ଘର କ.ନୂଆଗାଁ ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ ୧୨୪/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଡିଏସପି ଶ୍ରୀ ଦେବତା ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close