ଫେରୋକ୍ରୋମ କାରଖାନା ସିକୁରିଟି ଅଧିକାରୀଙ୍କ ହୃଦ୍‌ଘାତରେ ପରଲୋକ

ବ୍ୟାସନଗର,୨୧/୭(ଉ.ନ୍ୟୁଜ୍ ବ୍ୟୁରୋ): ଗତ ତା ୧୯/୭ ସୋମବାର ସକାଳେ ସ୍ଥାନୀୟ ଫେରୋକ୍ରୋମ କାରଖାନାର ସିକୁରିଟି ଅଧିକାରୀ ତଥା ସ୍ଥାନୀୟ ୨୧ନଂ ୱାର୍ଡ଼ କୋପଣ୍ଡ ଗ୍ରାମର ପ୍ରତାପ ଜେନା କାରଖାନାରେ ଡ଼୍ୟୁଟି କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ମେଡିକାଲ ପଠାଇ ଦିଆଯାଇଥିଲା । ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ହେଲେ ତାଙ୍କର ଅଚାନକ ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ମୃତ୍ୟୁରେ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ସିକୁରିଟି ମୁଖ୍ୟ କୈଳାସ ଚନ୍ଦ୍ର ସାସମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close