ଯାଜପୁରରୋଡ ଷ୍ଟେସନ ବଜାର ‘ଓମ ମା ଫାରମାସିଟ୍ୟୁକାଲ’କୁ ଆସିବେ ‘ଇଏନଟି ଏବଂ ସ୍ନାୟୁ’ ଡାକ୍ତର; ସେବା ପାଇଁ ଯୋଗାଯୋଗ କରିବାକୁ ଅନୁରୋଧ

ବ୍ୟାସନଗର(ଯାଜପୁରରୋଡ),୧୧/୭: ସ୍ଥାନୀୟ ଷ୍ଟେସନ ବଜାରରେ ଥିବା ନିର୍ଭରଯୋଗ୍ୟ ଏବଂ ଅଗ୍ରଣୀ ଓ÷୍ୟଷଧ ଦେକାନ “ଓମ ମା’ ଫାରମାସିଟ୍ୟୁକାଲ”
ସତ୍ୱାଧିକାରୀ (ପ୍ରୋପାଇଟର) ଅରୁଣ କୁମାର ଲାହା ଜଣାଇଛନ୍ତି ଯେ, ତାଙ୍କ ମେଡିସିନ ଦୋକାନକୁ ଇ.ଏନ୍‌.ଟି ବିଭାଗର ଅଭିଜ୍ଞ ଡ଼ାକ୍ତର ତଥା ଭୁବନେଶ୍ୱର ‘କିମ୍‌ସ’ ମେଡିକାଲର ଇ.ଏନ.ଟି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ଼ା. ଦେବାଶିଷ ଜେନା ଆସି ରୋଗୀ ସେବା କରିବେ । ଯାଜପୁରରୋଡ ଭଳି କ୍ରମ ବର୍ଦ୍ଧିଷ୍ଣୁ ସହରକୁ ପ୍ରାୟତଃ ଇ.ଏନ୍‌.ଟି ଡ଼ାକ୍ତର ସେବା କରିବାକୁ ଆସୁନଥିବାରୁ ରୋଗୀମାନେ ଯାଜପୁର ଟାଉନ, ଚଣ୍ଡିଖୋଲ, କଟକ ଆଦି ସ୍ଥାନକୁ ଯାଉଥିଲେ । ଶ୍ରୀ ଲାହାଙ୍କ ଉଦ୍ୟମରେ ଏହି ବିଭାଗର ବରିଷ୍ଠ ତଥା ଅଭିଜ୍ଞ ଡ଼ାକ୍ତର ଏଠାକୁ ଆସିବେ । ସେଥିପାଇଁ ଯଥା ଶୀଘ୍ର ବୁକିଂ କରିବାକୁ ଶ୍ରୀ ଲାହା ଅନୁରୋଧ କରିଛନ୍ତି ।

ସେହିପରି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ.ସି.ବି) ବଡ ମେଡିକାଲ ଓ ଭୁବନେଶ୍ୱର ‘ଆମ୍ରି’ ମେଡିକାଲର ସ୍ନାୟୁ ବିଭାଗର ଅଭିଜ୍ଞ ଡ଼ାକ୍ତର ଡ଼ା. ବିଶ୍ୱଜ୍ୟୋତି ରଥ ଏଠାକୁ ଆସି ପ୍ରତି ମାସର ଶେଷ ଶୁକ୍ରବାର ରୋଗୀ ଦେଖିବେ । ତେଣୁ ଯଥା ଶୀଘ୍ର ବୁକିଂ କରି ସେବା ପାଇବା ପାଇଁ ତାଙ୍କୁ (ଶ୍ରୀ ଲାହାଙ୍କୁ) ମୋବାଇଲ ନଂ. ୯୮୬୧୧୮୨୦୫୫ରେ ଫୋନ କରି ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଏହି ସେବା ଦେୟ ମୁକ୍ତ ନୁହେଁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close