ପରଲୋକରେ ବଲିଉଡ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ ; ୦୭/୦୭ ( ବ୍ୟୁରୋ) : ଖବର ପରେ ଖବର ପୁଣି ବଲିଉଡ ପାଇଁ ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଆଜି ଦିନ ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା । ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ବଲିଉଡ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୪୪ ମସିହାପରେ ଜଓ୍ୱାର ଭଟ୍ଟ ଜରିଆରେ ବଲିଉଡ଼ରେ ପାଦ ରଖିଥିଲେ ମହମ୍ମଦ ୟୁସୁଫ ଖାନ୍‌ ଓରଫ ଦିଲ୍ଲୀପ କୁମାର । ସିନେ ଜଗତ ପାଇଁ ଏକ ଅପୁରାଣୀୟ କ୍ଷତି ବୋଲି କୁହାଯାଉଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close