ଆର ପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୩୧/୮: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ୮୪ ବର୍ଷ ବୟସରେ ନିଧନ ହୋଇଛି । ସେ ୧୧ ଡ଼ିସେମ୍ବର ୧୯୩୫ ରେ ଜନ୍ମ ଗ୍ରହଣ କରିଥିଲେ । ଆଜି ୩୧ ଅଗଷ୍ଟ ୨୦୨୦ ରେ ପରଲୋକକୁ  ଗମନ କରିଥିଲେ । ୨୦୧୨ରେ ସେ ୧୩ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୯ରେ ଭାରତରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close