ନିଖିଳ ଓଡ଼ିଶା ଗାଁ ସାଥି ସଂଘ ତରଫରୁ ପୁରୀ ଚନ୍ଦନପୁରର ବାଲିପଡାଠାରେ ବୃକ୍ଷରୋପଣ

ପୁରୀ,୦୩ା୭: ଆଜି ବନମହୋତ୍ସବ ସପ୍ତାହର ତୃତୀୟ ଦିନରେ ନିଖିଳ ଓଡ଼ିଶା ଗାଁ ସାଥି ସଂଘ ତରଫରୁ ବାଲିପଡା, ଚନ୍ଦନପୁର, ପୁରୀ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ଗାଁ ସାଥୀର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ସାଧାରଣ ସମ୍ପାଦକ କିଶୋର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଡ.ପ୍ରଦ୍ୟୁଷ ମହାନ୍ତି, ରାଜ୍ୟ ସଂଯୋଜକ ଅଜୟ ରାୟ, ପ୍ରକାଶ କୁମାର ବେହେରା, ଉପସଭାପତି କିଶୋର ପ୍ରଧାନ (ମୁନା) ରାଜ୍ୟ ସଦସ୍ୟ ବିଦ୍ୟୁତ ଲତା ପୃଷ୍ଟି, ନିହାର ରାୟ, ଭାସ୍କର ମଲ୍ଲିକ, ରାଜ୍ୟ କୋଷାଧ୍ୟକ୍ଷ ଦେବିପ୍ରସାଦ ବିରିଗଜନ ଆଦି ଯୋଗଦେଇଥିଲେ ।  ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close