କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି

ଯାଜପୁର ; ୦୬/୦୫ (ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ) :
କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ତାଙ୍କର ଏହି ଗୀତ କରୋନା ସମୟରେ ପ୍ରେରଣାର ଉତ୍ସ ପାଲଟିଛି। ଚାରିଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି। ଏହି ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇ ଘରେ ରହି ସାମାଜିକ ଦୂରତା, ମାସ୍କ ପରିଧାନ କରି କିଭଳି କରୋନା ଠାରୁ ଦୂରେଇ ରହିବେ ନିଜ ସ୍ୱରରେ ଗାଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close