ବ୍ୟାସନଗରସ୍ଥିତ ରାଜୀବଗାନ୍ଧୀ ଷ୍ଟାଡିୟମ୍ ରେ ବିଜୁ ପ୍ରିମୀୟର ଲିଗ୍ କ୍ରିକେଟ ମ୍ୟାଚ୍ ର ଶୁଭାରମ୍ଭ

ବ୍ୟାସନଗର;୦୫/୦୩ (ଉ.ପ୍ର) : ଆଜି ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମ୍ରେ ବିଜୁ ପ୍ରିମୀୟର ଲିଗ୍ କ୍ରିକେଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଆଜିର ମ୍ୟାଚ୍ ୩ ନମ୍ବର ଓ ୧୫ ନମ୍ବର ୱାର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅଧିନାୟକ ସୁବ୍ରତ ମଲ୍ଲିକ ଓ ୱିକେଟ୍ ରକ୍ଷକ ଧନଞ୍ଜୟ ମଣ୍ଡଳଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଦଳ ବିଜୟ ଲାଭ କରିଥିଲା । ସୁବ୍ରତ ମଲ୍ଲିକ ବ୍ୟକ୍ତିଗତ ଭାବେ ୬୮ ରନ୍ କରିଥିଲେ । ଅନ୍ୟ ଖେଳାଳୀ ମାନଙ୍କ ମଧ୍ୟରୁ ଦିନେଶ ମୁଖି , ରାକେଶ ଥଣ୍ଡାର , ଦେବାଶିଷ ମହାନ୍ତି ,ସୌରଭ ଗୋଚ୍ଛାୟତ, ବିନୋଦ ବିହାରୀ ରାଉତ ଆଦି ଭଲ ଖେଳ ପ୍ରଦର୍ଶନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close